| 2171 |
ଅଥର୍ବଣି |
Also : [ ଅଥର୍ବାଣି, ଅଥର୍ବାଣୀ ]
- Atharbaṇi (ସଂ.ବି.) - ଅଥର୍ବବେଦପାରଗ ବ୍ରାହ୍ମଣ A Brāhmaṇa versed in the Atharba Beda.
- କୌଣସି ବଂଶର ନିର୍ଦ୍ଦିଷ୍ଟ ପୁରୋହିତ Family priest.
|
| 2172 |
ଅଥର୍ବାଣ |
- Atharbāṇa (ସଂ.ବି.) - ଅଥର୍ବ ବେଦ The Atharba Beda.
- ଅଥର୍ବବେଦୋକ୍ତ କ୍ରିୟାକାଣ୍ଡ The rituals prescribed in the Atharba Beda.
|
| 2173 |
ଅଥଳ |
- Athaḻa (ଦେ.ବିଣ.) - ଅତିଗଭୀର Very deep.
- ଅଗାଧ Unfathomable.
- ଅତଳସ୍ପର୍ଶ Abysmal; bottomless.
- ଯେଉଁ ନଦୀ ଆଦିକୁ ଲୋକେ ପଶିଯାଇ ଅର୍ଥାତ୍ ବିନା ଡଙ୍ଗାରେ ବା ନ ପହଁରି ପାରି ହୋଇ ପାରନ୍ତି ନାହିଁ Unfordable.
- (ଗ୍ରା.ବି.) - ଅସ୍ଥାନ; ଅଯୋଗ୍ୟ ବା ମନ୍ଦ ସ୍ଥାନ Bad or improper place.
- ସମାଜରେ (ବିବାହ ବା ଭୋଜନ ବିଷୟ ବିଚାରରେ) ଆପଣାଠାରୁ ନୀଚତର କୁଳ ବା ବଂଶ A family lower in social status than one's self. (ଯଥା - ସାଆନ୍ତରାଏ ଅଥଳରେ ସମ୍ବନ୍ଧ କରି ତୋଡ଼ାଏ ଟଙ୍କା ପାଇଲେ)
|
| 2174 |
ଅଥଳ ତଳ |
Also : [ ଅଥଳ, ଅଥଳ ଥଳ ]
- Athaḻa taḻa (ଗ୍ରା.ବିଣ.) - ଅତିଗଭୀର Very deep.
- ଅଗାଧ Unfathomable.
- ଅତଳସ୍ପର୍ଶ Abysmal; bottomless.
- ଯେଉଁ ଜଳଭାଗରେ ସ୍ଥାନେ ସ୍ଥାନେ ତଳକୁ ଗୋଡ଼ ପାଏ ଓ ସ୍ଥାନେ ସ୍ଥାନେ ଗୋଡ଼ ପାଏ ନାହିଁ (a span of water) Which is fordable at some place and imfordable at others.
|
| 2175 |
ଅଥଳ ଥଳ |
Also : [ ଅଥଳ, ଅଥଳ ତଳ ]
- Athaḻa thaḻa (ଗ୍ରା.ବିଣ.) - ଅତିଗଭୀର Very deep.
- ଅଗାଧ Unfathomable.
- ଅତଳସ୍ପର୍ଶ Abysmal; bottomless.
- ଯେଉଁ ଜଳଭାଗରେ ସ୍ଥାନେ ସ୍ଥାନେ ତଳକୁ ଗୋଡ଼ ପାଏ ଓ ସ୍ଥାନେ ସ୍ଥାନେ ଗୋଡ଼ ପାଏ ନାହିଁ (a span of water) Which is fordable at some place and imfordable at others.
|