Odia Dictionary


Back

ଅଥଳ ତଳ

Also : [ ଅଥଳ, ଅଥଳ ଥଳ ] 




  1. Athaḻa taḻa (ଗ୍ରା.ବିଣ.) - ଅତିଗଭୀର Very deep.

  2. ଅଗାଧ Unfathomable.

  3. ଅତଳସ୍ପର୍ଶ Abysmal; bottomless.

  4. ଯେଉଁ ଜଳଭାଗରେ ସ୍ଥାନେ ସ୍ଥାନେ ତଳକୁ ଗୋଡ଼ ପାଏ ଓ ସ୍ଥାନେ ସ୍ଥାନେ ଗୋଡ଼ ପାଏ ନାହିଁ (a span of water) Which is fordable at some place and imfordable at others.