Language Section

 

 

 

 

 

 

Dictionary : View_page

ID Main Word Content
6 ଅଅଁଳା ଲଇ

Category : [ Plant ]

  1. Aañḻā lai (ପ୍ରାଦେ.ବି.)[ ଗଡ଼ଜାତ ] ଏକପ୍ରକାର ଗୁଳ୍ମ, ଏଥିର ଛାଲ ଲଇରୂପେ ବ୍ୟବହୃତ ହୁଏ  A kind of plant of which the bark is used as fibre.
7 ଅଇକା
  1. Aikā (ଗ୍ରା.) - ଏହିକ୍ଷଣି , ଅଇକ୍ଷଣି now
8 ଅଇକ୍ଷଣି
  1. Aikshaṇi (ଦେ.) -ବର୍ତ୍ତମାନ now
9 ଅଇଘରା
  1.  Aigharā (ଦେ.ବି.) - ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)। The fullmoon of the month of Magha on the night of which villagers light a bonfire at one extremity of the village. 
  2. ଅଗ୍ନି; ମାଘପୂର୍ଣ୍ଣିମା ରାତିରେ ଗାଆଁମୁଣ୍ଡରେ ଜଳାଯିବା ନିଆଁଗଦା Bonfire lighted on the fullmoon night of the month of Magha. 
  3.  ଦୋଳପୂର୍ଣ୍ଣିମାର ପୂର୍ବରାତ୍ରି The night preceding the fullmoon of the month of Fālguna. 
  4. ଦୋଳପୂର୍ଣ୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ Bonfire lighted at one end of the village on the night preceding the fullmoon of the month of Fālguna.
10 ଅଇଘରା ପୂର୍ଣ୍ଣମୀ

 Also : [ ଅଇଘରା ପୂର୍ଣ୍ଣମୀ, ଅଇଘରା ପୁନିଆଁ ]

  1. Aigharā Puneiñ (ଗ୍ରା.ବି) -  ମାଘ ପୂର୍ଣ୍ଣିମା Fullmoon of the month of Māgha.
Page 2 of 605



expoodisha.com

 

Other Dictionary