Odia Dictionary


Back

ଅଥଳ


  1. Athaḻa (ଦେ.ବିଣ.) - ଅତିଗଭୀର Very deep.

  2. ଅଗାଧ Unfathomable.

  3. ଅତଳସ୍ପର୍ଶ Abysmal; bottomless.

  4. ଯେଉଁ ନଦୀ ଆଦିକୁ ଲୋକେ ପଶିଯାଇ ଅର୍ଥାତ୍ ବିନା ଡଙ୍ଗାରେ ବା ନ ପହଁରି ପାରି ହୋଇ ପାରନ୍ତି ନାହିଁ Unfordable.

  5. (ଗ୍ରା.ବି.) - ଅସ୍ଥାନ; ଅଯୋଗ୍ୟ ବା ମନ୍ଦ ସ୍ଥାନ Bad or improper place.

  6. ସମାଜରେ (ବିବାହ ବା ଭୋଜନ ବିଷୟ ବିଚାରରେ) ଆପଣାଠାରୁ ନୀଚତର କୁଳ ବା ବଂଶ  A family lower in social status than one's self. (ଯଥା - ସାଆନ୍ତରାଏ ଅଥଳରେ ସମ୍ବନ୍ଧ କରି ତୋଡ଼ାଏ ଟଙ୍କା ପାଇଲେ)