Language Section

 

 

 

 

 

 

Dictionary : View_page

ID Main Word Content
826 ଅଗ୍ନ୍ୟୁତ୍ସବ

Also : [ ଅଇଘରା, ଅଗିଜଳା

  1. Agnyutsaba (ସଂ.ବି.) - ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)। The fullmoon of the month of Magha on the night of which villagers light a bonfire at one extremity of the village. 
  2. ଅଗ୍ନି; ମାଘପୂର୍ଣ୍ଣିମା ରାତିରେ ଗାଆଁମୁଣ୍ଡରେ ଜଳାଯିବା ନିଆଁଗଦା Bonfire lighted on the fullmoon night of the month of Magha. 
  3.  ଦୋଳପୂର୍ଣ୍ଣିମାର ପୂର୍ବରାତ୍ରି The night preceding the fullmoon of the month of Fālguna. 
  4. ଦୋଳପୂର୍ଣ୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ Bonfire lighted at one end of the village on the night preceding the fullmoon of the month of Fālguna.
827 ଅଗ୍ନ୍ୟୁଦ୍ଗାର
  1. Agnyudgāra (ସଂ.ବି.)ଆଗ୍ନେୟଗିରି; ସମୟେ ସମୟେ ତୋପ ଓ ଧୂଆଁ କଳର ନଳ ଆଦିର ମୁହଁରୁ ବାନ୍ତି କଲା ପରି ନିଆଁ ଝଲକା ଝଲକା ହୋଇ ବାହାରିବା Vomitting of fire (e.g. through the funnel of a vulcano a cannon and of steam-engines).
828 ଅଗ୍ନ୍ୟୁଦ୍ଗୀରଣ

Also : [ ଅଗ୍ନ୍ୟୁଦ୍ଗାର

  1. Agnyudgīraṇa (ସଂ.ବି.) - ଆଗ୍ନେୟଗିରି; ସମୟେ ସମୟେ ତୋପ ଓ ଧୂଆଁ କଳର ନଳ ଆଦିର ମୁହଁରୁ ବାନ୍ତି କଲା ପରି ନିଆଁ ଝଲକା ଝଲକା ହୋଇ ବାହାରିବା Vomitting of fire (e.g. through the funnel of a vulcano a cannon and of steam-engines).
829 ଅଗ୍ନ୍ୟୁପସ୍ଥାନ
  1. Agnyupasthāna (ସଂ.ବି.)ଅଗ୍ନିଦେବଙ୍କ ଉପାସନା ମନ୍ତ୍ର The mystic formula for invoking the Fire-god
830 ଅଗ୍ନ୍ୟୁପାସକ
  1. Agnyupāsaka (ସଂ.ବି.)ଯେ ଅଗ୍ନିଦେବଙ୍କର ପୂଜା କରନ୍ତି (ଯଥା - ପାର୍ସୀ; ହିନ୍ଦୁ) A fire worshipper.
  • ଅଗ୍ନ୍ୟପାସିକା (ସ୍ତ୍ରୀ)
Page 166 of 605



expoodisha.com

 

Other Dictionary