Language Section

 

 

 

 

 

 

Dictionary : View_page

ID Main Word Content
836 ଅଗ୍ରଗଣ୍ୟ

Also : [ ଅଗ୍ରଗଣନୀୟ ] 

  1. Agragaṇya  (ସଂ.ବିଣ.) -  ସର୍ବାଦୌ ଗଣନୀୟ  Entitled to precedence.
  2. ପ୍ରଥମସ୍ଥାନୀୟ The first.
  3. ସର୍ବୋତ୍ତମ Best.
  4. ପ୍ରଧାନ; ଶ୍ରେଷ୍ଠ Chief; principal.
  5. ଅଗ୍ରଣୀ Leading.
  • ଅଗ୍ରଗଣ୍ୟା (ସ୍ତ୍ରୀ)
  • ଅଗ୍ରଗଣନୀୟା (ସ୍ତ୍ରୀ)
837 ଅଗ୍ରଗାମୀ

Also : [ ଅଗ୍ରଯାୟୀ , ଅଗ୍ରସର, ଆଗୁସାର ] 

  1. Agragāmī  (ସଂ.ବିଣ.)ଅଗ୍ରସର Advancing. 
  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  3. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
  4. ସର୍ବୋତ୍ତମ Best.
  • ଅଗ୍ରଗାମିନୀ (ସ୍ତ୍ରୀ)
838 ଅଗ୍ରଗାର
  1. Agragāra (ଦେ.ବିଣ.) ପ୍ରଥମସ୍ଥାନୀୟ Foremost.
839 ଅଗ୍ରଜ
  1. Agraja  (ସଂ.ବିଣ.)ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.
  2. ଜ୍ୟେଷ୍ଠ Elder.
  3. (ସଂ.ବି.) ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.
  4. ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.
  • ଅଗ୍ରଜା (ସ୍ତ୍ରୀ)
840 ଅଗ୍ରଜଙ୍ଘା
  1. Agrajaṅghā (ସଂ.ବି.) ଜଙ୍ଘର ସାମନା ବା ଉପରିଭାଗ The front or upper portion of the thigh.
  2. ଜଙ୍ଘ ହାଡ଼ The shin bone.
Page 168 of 605



expoodisha.com

 

Other Dictionary