Odia Dictionary


Back

ଅଇଘରା


  1.  Aigharā (ଦେ.ବି.) - ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)। The fullmoon of the month of Magha on the night of which villagers light a bonfire at one extremity of the village. 

  2. ଅଗ୍ନି; ମାଘପୂର୍ଣ୍ଣିମା ରାତିରେ ଗାଆଁମୁଣ୍ଡରେ ଜଳାଯିବା ନିଆଁଗଦା Bonfire lighted on the fullmoon night of the month of Magha. 

  3.  ଦୋଳପୂର୍ଣ୍ଣିମାର ପୂର୍ବରାତ୍ରି The night preceding the fullmoon of the month of Fālguna. 

  4. ଦୋଳପୂର୍ଣ୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ Bonfire lighted at one end of the village on the night preceding the fullmoon of the month of Fālguna.