Language Section

 

 

 

 

 

 

Dictionary : View_page

ID Main Word Content
816 ଅଗ୍ନିହୋତ୍ରୀ
  1. Agnihotrī (ସଂ.ବିଣ.) ନିତ୍ୟହୋମକାରୀ; ସାଗ୍ନିକ (ବ୍ରାହ୍ମଣ) Performing the daily offering to fire.
  2. (ସଂ.ବି.)  ନିତ୍ୟ ହୋମକାରୀ ବ୍ରାହ୍ମଣ A Brahmaṇa who daily performs the Agnihotra Homa.
  3. (ଦେ.ବି.)ସାଗ୍ନିକ ବ୍ରାହ୍ମଣଙ୍କ ଉପାଧିବିଶେଷ Title given to an Agnihotrī Brāhmaṇa.
817 ଅଗ୍ନୀଧ୍ର

Also : [ ଅଗ୍ନିଧ୍ର

  1.  Agnīdhra (ସଂ.ବି.) - ଯଜ୍ଞାଗ୍ନି ରକ୍ଷା କରିବା ବା ଜାଗ୍ରତ ରଖିବା ପାଇଁ ନିଯୁକ୍ତ ବ୍ରାହ୍ମଣ A Brāhmaṇa specially engaged to keep the sacrificial fire burning.

  • Agnidhra (ସଂ.ବି.) (ଏହାର ଅନ୍ୟରୂପ ଅଗ୍ନିଧ୍ର)   ସ୍ନାୟମ୍ଭୂବ ମନୁଙ୍କ ନାତି ଓ ଜମ୍ବୁଦ୍ୱୀପ ଅଧିପତି ପ୍ରିୟବ୍ରତ ରାଜାଙ୍କ ଜ୍ୟେଷ୍ଠପୁତ୍ର Name of the eldest son of king Priyabrata.


  •  
818 ଅଗ୍ନୀନ୍ଧନ
  1. Agnīndhana (ସଂ.ବି.)ନିଆଁ ଜାଳିବା, ନିଆଁ ଲଗାଇବା The lighting of a fire; kindling the fire.
  2. ଘୃତାହୁତି ଦେଇ ହୋମାଗ୍ନି ଜଳାଇବା The lighting of the sacrificial fire.
  3. ଜାଳ; ଜାଳଣୀ କାଠ  Fuel.
  4. ଜଳନ୍ତା କାଠ Burning wood.
  5. ଦରପୋଡ଼ା କାଠ Half burnt wood.
  6. ନିଆଁହୁଳା; ମସାଲ Torch; fire-brand
819 ଅଗ୍ନ୍ୟାଗାର

Also : [ ଅଗ୍ନ୍ୟଗାର ] 

  1. Agnyāgāra (ସଂ.ବି.)ଯଜ୍ଞଶାଳା; ହୋମଗୃହ The room where Homa is performed.
  2. ଯେଉଁ ଗୃହରେ ଅଗ୍ନିହୋତ୍ରୀ ଯଜ୍ଞାଗ୍ନି ରକ୍ଷା କରନ୍ତି A room where an Agnihotrī maintains sacrificial.
820 ଅଗ୍ନ୍ୟସ୍ତ୍ର

Also : [ ଆଗ୍ନେୟାସ୍ତ୍ର ] 

  1. Agnyastra (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା - ଅଗ୍ନିବିକୀରଣକାରୀ ଅସ୍ତ୍ର) ବନ୍ଧୁକ, ତୋପ ଆଦି Firearms. 
Page 164 of 605



expoodisha.com

 

Other Dictionary