Odia Dictionary


Back

ଅଗିଜଳା


  1. Agijaḻā  (ଦେ.ବି.) ମାଘ ପୂର୍ଣ୍ଣିମା ରାତିରେ ଗ୍ରାମ ପ୍ରାନ୍ତରେ ଅନୁଷ୍ଠିତ ଅଗ୍ନ୍ୟୁତ୍ସବ The ceremony of lighting bonfire on the night of the fullmoon of the month of Māgha.