| 2626 |
ଅଧିଷ୍ଠିତ |
Also : [ ଅଧିଷ୍ଠ ]
- Adhishṭhita (ସଂ.ବି.) - ଅଧ୍ୟୁଷିତ; ଯହିଁରେ ବାସ କରାଯାଏ Inhabited by.
- ଅବସ୍ଥିତ Situated in; standing in.
- ସ୍ଥାପିତ Placed.
- ପରିଚାଳିତ Guided; managed; directed; conducted.
- ନିୟନ୍ତ୍ରିତ Controlled; regulated.
- ସାହାଯ୍ୟକୃତ Aided; supported.
- ତତ୍ତ୍ୱାବଧାରିତ Supervised; watched over.
- ଅଧିକୃତ Occupied; taken possession of; possessed.
- ଚଢ଼ାଯାଇଥିବା; ଆରୂଢ଼ Mounted upon; ridden.
- ପ୍ରତିଷ୍ଠିତ Established; founded.
- ଜଗାଇଥିବା Guarded.
- ନିଯୁକ୍ତ Employed; engaged.
|
| 2627 |
ଅଧିସ୍ତ୍ରୀ |
- Adhistrī (ସଂ.ବି.) - ଉତ୍କୃଷ୍ଟା ସ୍ତ୍ରୀ A superior women.
- ପ୍ରସିଦ୍ଧା ସ୍ତ୍ରୀ A distinguished lady.
- (ସଂ.ଅ.) - (ସ୍ତ୍ରୀକୁ ଅଧିକାର କରି) ସ୍ତ୍ରୀସମ୍ବନ୍ଧୀୟ Concerning a woman.
|
| 2628 |
ଅଧୀତ |
- Adhīta (ସଂ.ବିଣ.) - ଯାହା ପଢ଼ା ଯାଇଅଛି Read; studied
- ଶିଖାଯାଇଥିବା Learnt.
- ମନେ ରଖାଯାଇଥିବା Remembered (Apte).
- (ସଂ.ବି.) - ଅଧ୍ୟୟନ Study
|
| 2629 |
ଅଧିତବିଦ୍ୟ |
- Adhītabidya (ସଂ.ବି.) - କୃତବିଦ୍ୟ; ସମାପ୍ତବିଦ୍ୟ; ଯେ ପାଠପଢ଼ା ଶେଷ କରିଛନ୍ତି One who has finished his studies.
- ଶିକ୍ଷିତ Educated; cultured.
- ଯେ ବେଦ ପଢ଼ିଅଛି One who has studied the Bedas
|
| 2630 |
ଅଧୀତା |
Also : [ ଅଧୀତୀ ]
- Adhītā (ସଂ.ବି.) - ଛ୍ରାତ୍ର; ଶିଷ୍ୟ; ବିଦ୍ୟାର୍ଥୀ Student; pupil; scholar.
- ନିର୍ଦ୍ଦିଷ୍ଟ ପାଠକ୍ରମ ସମାପ୍ତକରିଥିବା ଛ୍ରାତ୍ର A graduate; a student who has completed a course of studies.
- (ସଂ.ବିଣ.) - ଉତ୍ତମରୂପେ ଶିକ୍ଷିତ Well-read; well versed in.
- ବିଦ୍ୟାରେ ପାରଦର୍ଶୀ Proficient in.
- ମୁହଁରେ ଘୋଷୁଥିବା Muttering; engaged in repeating (texts).
|