| 2616 |
ଅଧିଶ୍ରୟଣ |
Also : [ ଅଧିଶ୍ରପଣ ]
- Adhiṡrayaṇa (ସଂ.ବି.) - ନିଆଁ ଉପରେ ହାଣ୍ଡି ଆଦି ଚଢ଼ାଇବା Putting a pot on the fire.
- ଚୁଲି ଉପରେ ଗରମ କରିବା Warming over a fire.
- ନିଆଁ ଉପରେ ଫୁଟାଇବା Boiling over fire.
- (ବିଜ୍ଞାନପରିଭାଷା) ଦୂରବୀକ୍ଷଣ କାଚର ମଧ୍ୟଦେଇ ଆଲୋକ ରଶ୍ମିମାନ ଯେଉଁ ମଧ୍ୟ ବିନ୍ଦୁଠାରେ ମିଳିତ ହୁଏ Focus.
|
| 2617 |
ଅଧିଶ୍ରୟଣୀ |
- Adhiṡrayaṇī (ସଂ.ବି.) - ଚୁଲି Oven; fireplace.
- ନିଶୁଣି Ladder.
|
| 2618 |
ଅଧିଶ୍ରିତ |
- Adhiṡrita (ସଂ.ବି.) - ପଦାର୍ଥ ଚୁଲି ଉପରେ ଚଢ଼ା ଯାଇଥିବା (ପାତ୍ରାଦି) (Pot) placed on the fire for boiling.
|
| 2619 |
ଅଧିଶ୍ରୀ |
- Adhiṡri (ସଂ.ବି.) - ମହାମହିମ Of exalted dignity.
- ଖୁବ୍ ଧନୀ Very rich.
- ଅଧିରାଜ Soverign; lord (Apte).
|
| 2620 |
ଅଧିଷ୍ଠ |
Also : [ ଅଧିଷ୍ଠିତ ]
- Adhishṭha (ଦେ.ବିଣ.) - ଅଧ୍ୟୁଷିତ; ଯହିଁରେ ବାସ କରାଯାଏ Inhabited by.
- ଅବସ୍ଥିତ Situated in; standing in.
- ସ୍ଥାପିତ Placed.
- ପରିଚାଳିତ Guided; managed; directed; conducted.
- ନିୟନ୍ତ୍ରିତ Controlled; regulated.
- ସାହାଯ୍ୟକୃତ Aided; supported.
- ତତ୍ତ୍ୱାବଧାରିତ Supervised; watched over.
- ଅଧିକୃତ Occupied; taken possession of; possessed.
- ଚଢ଼ାଯାଇଥିବା; ଆରୂଢ଼ Mounted upon; ridden.
- ପ୍ରତିଷ୍ଠିତ Established; founded.
- ଜଗାଇଥିବା Guarded.
- ନିଯୁକ୍ତ Employed; engaged.
|