Odia Dictionary
Back
ଅଧିଷ୍ଠ
Also : [ ଅଧିଷ୍ଠିତ ]
- Adhishṭha (ଦେ.ବିଣ.) - ଅଧ୍ୟୁଷିତ; ଯହିଁରେ ବାସ କରାଯାଏ Inhabited by.
- ଅବସ୍ଥିତ Situated in; standing in.
- ସ୍ଥାପିତ Placed.
- ପରିଚାଳିତ Guided; managed; directed; conducted.
- ନିୟନ୍ତ୍ରିତ Controlled; regulated.
- ସାହାଯ୍ୟକୃତ Aided; supported.
- ତତ୍ତ୍ୱାବଧାରିତ Supervised; watched over.
- ଅଧିକୃତ Occupied; taken possession of; possessed.
- ଚଢ଼ାଯାଇଥିବା; ଆରୂଢ଼ Mounted upon; ridden.
- ପ୍ରତିଷ୍ଠିତ Established; founded.
- ଜଗାଇଥିବା Guarded.
- ନିଯୁକ୍ତ Employed; engaged.