| 2506 |
ଅଧାବିଧା |
Also : [ ଅଧାପନ୍ତରା, ଅଧପନ୍ତରା, ଅଧପନ୍ତରିଆ ]
- Adhābidhā (ଦେ.ବିଣ.) - ଦରପନ୍ତରା; ଅସମ୍ପୂର୍ଣ୍ଣ Incomplete.
- ଅସମାପ୍ତ Unfinished.
- ଅର୍ଦ୍ଧସମାପ୍ତ Half-finished.
- ଅସମ୍ପୂର୍ଣ୍ଣ ରୂପେ Incompletely.
- ଅମନୋଯୋଗୀ ହୋଇ; ମନ ନ ଲଗାଇ Half heartedely.
|
| 2507 |
ଅଧାପନ୍ତରା |
Also : [ ଅଧାପନ୍ତରା, ଅଧପନ୍ତରା, ଅଧପନ୍ତରିଆ, ଅଧାପନ୍ତରିଆ, ଅଧାବିଧା ]
- Adhāpantarā (ଦେ.ବିଣ.) - ଦରପନ୍ତରା; ଅସମ୍ପୂର୍ଣ୍ଣ Incomplete.
- ଅସମାପ୍ତ Unfinished.
- ଅର୍ଦ୍ଧସମାପ୍ତ Half-finished.
|
| 2508 |
ଅଧାମ |
- Adhāma (ଦେ.ବି.) - ଦୁଗ୍ଧରୁ ପ୍ରସ୍ତୁତ ମିଷ୍ଟାନ୍ନବିଶେଷ A kind of sweetmeat preapred from milk.
- ରାବୁଡ଼ି; ରାବିଡ଼ି ଘନାବର୍ତ୍ତ ମିଠାମିଶା ଦୁଧ Milk boiled thick and mixed with sugar.
|
| 2509 |
ଅଧାମାର୍ଗବ |
Also : [ ଅପାମାର୍ଗ ]
- Adhāmārgaba (ସଂ.ବି.) - ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ; (ଏହାର ଫୁଲରେ ଗୁଡ଼ିଏ ମୁନିଆଁ କଣ୍ଟା ଥାଏ । ଏହାର ଭସ୍ମ ଔଷଧରେ ଲାଗେ। ଏହାର ଦାନ୍ତକାଠି ଘସିଲେ ବାତରୋଗ ଭଲହୁଏ A herbarious plant; Achyranthus aspera; the prickly chafflower.
|
| 2510 |
ଅଧାର |
- Adhāra (ଗ୍ରା.ବି.) - ଖାଦ୍ୟ; ଆହାର Food.
- ପକ୍ଷିମାତା ନିଜ ଶିଶୁର ପାଟିରେ ଆଣି ଯେଉଁ ଖାଦ୍ୟ ଗୁଞ୍ଜିଦିଏ Food put by the mother-bird into the mouth of its young ones.
- (ଦେ.ବି.) - ଅଦାଢ଼ୁଆ Not sharp-edged; blunt.
|