Language Section

 

 

 

 

 

 

Dictionary : View_page

ID Main Word Content
2501 ଅଧାପାଠୁଆ

Also : [ ଅଧାପାଠିଆ ]

  1. Adhāpāṭhuā (ଦେ.ବିଣ.) - ଅର୍ଦ୍ଧଶିକ୍ଷିତ Half-educated.
  2. ଯେ ପୂର୍ଣ୍ଣ ଶିକ୍ଷିତ ନୁହେ; ଯାହାର ଶିକ୍ଷା ପୂର୍ଣ୍ଣ ହୋଇ ନାହିଁ Not fully educated.
  3. ଯେ ନିର୍ଦ୍ଦିଷ୍ଟ ପାଠ କ୍ରମ ଶେଷ ନ କରୁଣୁ ବିଦ୍ୟାଳୟ ଛାଡ଼ିଛି One who has not undergone the full course of studies in a school.
  4. କୌଣସି ଗ୍ରନ୍ଥ ବା ପ୍ରବନ୍ଧର ପାଠ କ୍ରିୟା ଶେଷ ନ ହେଉଣୁ ଯେ ପଠନ ବନ୍ଦ କରି ଦିଏ One who stops reading before a book or a subject in finished.
  •  ଅଧାପାଠୋଈ - (ସ୍ତ୍ରୀ)
  • ଅଧାପାଠେଈ - (ସ୍ତ୍ରୀ)
2502 ଅଧାପ୍ରାଣ
  1. Adhāprāṇa (ଦେ.ବିଣ.)ମୁମୂର୍ଷୁ; ମୃତପ୍ରାୟ Dying.
  2. ବେଦମ୍ Out of breath.
2503 ଅଧାଫରୀ
  1. Adhāpharī (ଗ୍ରା.ବି.) - ଓଡ଼େ ଚାଷ ହୋଇଥିବା ବିଲକୁ ଦୋଓଡ଼ ଚାଷ କରିବା ପାଇଁ ବ୍ୟବହୃତ ଲଙ୍ଗଳ  A kind of plough used in ploughing a field which has once been ploughed.
2504 ଅଧାବୟସ

Also : [ ଅଧାଉମର୍‌

  1. Adhābayasa (ଦେ.ବି.)ଯୁବା ବୟସ; ଯୌବନ Youth; adolescence.
  2. ପ୍ରୌଢ଼ାବସ୍ଥା; ଯୌବନ ଓ ବାର୍ଦ୍ଧକ୍ୟର ସନ୍ଧି ସମୟ Time between youth and old age; middle age.
  3. (ଦେ.ବିଣ.)ଅଧାବୟସିଆ (ଯେ ଯୁବା ନୁହେ କି ବୁଢ଼ା ନୁହେ) Middle aged; grown up; adult (person)
  • ଅଧାବୟସୀ - (ସ୍ତ୍ରୀ)

 

2505 ଅଧାବୟସିଆ

Also : [ ଅଧାଉମରି ]

  1. Adhābayasiā (ଦେ.ବିଣ.)ଅଧାବୟସିଆ; ପ୍ରୌଢ଼; ଯେ ଯୁବା ନୁହେ କି ବୁଢ଼ା ନୁହେ Middle-aged; grown up; adult (person)
  2. ଦରବୁଢ଼ା ବା ଦରବୁଢ଼ି Half old.
Page 501 of 605



expoodisha.com

 

Other Dictionary