Language Section

 

 

 

 

 

 

Dictionary : View_page

ID Main Word Content
2516 ଅଧାସରି

Also : [ ଅଧାସଇ

  1. Adhāsari (ଦେ.ବିଣ.) - ଅର୍ଦ୍ଧସମାପ୍ତ Half-finished.
  2. ଅର୍ଦ୍ଧେକ ପର୍ଯ୍ୟନ୍ତ ଖର୍ବୀକୃତ Reduced to or diminished by half.
  3. ଅର୍ଦ୍ଧପର୍ଯ୍ୟନ୍ତ ପୂର୍ଣ୍ଣ  Half-filled.
  4. ଅର୍ଦ୍ଧସୀମା ପର୍ଯ୍ୟନ୍ତ Upto half the limit.
  5. ପ୍ରାୟ ଅଧେ Nearly half; by about half.
2517 ଅଧାସୋଇଁ
  1. Adhāsoiñ (ଦେ.ବିଣ.)ବ୍ୟବହାରରେ ଅଧ ପର୍ଯ୍ୟନ୍ତ ଘୋରି ହୋଇ ଯାଇଥିବା (ଲଙ୍ଗଳ) (plough) Almost worn-out by constant use.
  2. (ଗ୍ରା.ବି.) - ବହୁକାଳ ହଳବୁଲା ହେବା ଯୋଗୁଁ ଅଧେ ପର୍ଯ୍ୟନ୍ତ ଘୋରି ହୋଇ ଯାଇଥିବା ଲଙ୍ଗଳ A plough which is almost worn out by constant use.
  3. ଅର୍ଦ୍ଧସମାପ୍ତ Half-finished.
  4. ଅର୍ଦ୍ଧେକ ପର୍ଯ୍ୟନ୍ତ ଖର୍ବୀକୃତ Reduced to or diminished by half.
  5. ଅର୍ଦ୍ଧପର୍ଯ୍ୟନ୍ତ ପୂର୍ଣ୍ଣ  Half-filled.
2518 ଅଧାସ୍ବର୍ଗ
  1. Adhāswarga (ଦେ.ବି.)ସ୍ୱର୍ଗ ସୁଖର ଅସମ୍ପୂର୍ଣ୍ଣ ଭୋଗ Partial enjoyment of heavenly bliss.
  2. ଆକାଶର ଅଧେ ଦୂର ପର୍ଯ୍ୟନ୍ତ ଉଚ୍ଚତା A height of half-way to the sky. 
2519 ଅଧି
  1. Adhi (ସଂ.ବି.)ଆଧି; ମାନସିକ ଯନ୍ତ୍ରଣା; ମନୋଦୁଃଖ Mental agony or pain.
  2. ଋତୁମତୀ ସ୍ତ୍ରୀ A woman in her menses.
  3. (ସଂ.ଅ.) - ଉପସର୍ଗ (ଏହା ଧାତୁମାନଙ୍କ ପୂର୍ବରେ ନିମ୍ନ ଲିଖିତ ଅର୍ଥରେ ଯୁକ୍ତ ହୋଇ ପଦମାନ ନିଷ୍ପନ୍ନ କରେ)  A prefix attached to roots to denote various meanings.
  4. ଉପରିଭାଗରେ; ଉପରେ Above; over; on. (ଯଥା - ଅଧିଶ୍ରୟଣ; ଅଧିକାର)
  5. ପ୍ରଧାନ; ଶ୍ରେଷ୍ଠ; ମୁଖ୍ୟ Chief; superior. (ଯଥା ଅଧିରାଜା; ଅଧିପତି)
  6. ଅତିକ୍ରମ Beyond. (ଯଥା - ଅଧିବେଦନ)
  7. ଉପରକୁ; ଉଚ୍ଚକୁ  Up. (ଯଥା - ଅଧିରୋହଣ।)
  8. ଅଧିକା Extra; redundant. (ଯଥା - ଅଧିଦନ୍ତ; ଅଧିମାସ)
  9. ଅଧିକାର; ଆଧିପତ୍ୟ; ପ୍ରଭୁତ୍ୱ Authority; mastery. (ଯଥା - ଅଧିଦୈବ)
  10. ଐଶ୍ୱର୍ଯ୍ୟ Domination. (ଯଥା - ଅଧିପତି)
  11. ଅଧିକରୂପେ; ଆଧିକ୍ୟ  Excessive. (ଯଥା - ଅଧିପତି)
  12. ସମ୍ବନ୍ଧୀୟ Relating to. (ଯଥା - ଅଧ୍ୟାତ୍ମ)
2520 ଅଧିଆ
  1. Adhiā (ଗ୍ରା.ବିଣ.) - ଗ୍ରନ୍ଥାଦିର ଅଧ୍ୟାୟ Chapter (of a book).
  2. (ସଂ. ଅଧିବାସ) ଅଭୀଷ୍ଟ ଫଳପ୍ରାପ୍ତି କାମନାପୂର୍ବକ ଦେବତାଙ୍କ ନିକଟରେ ଅନୁସରଣ କରି ପଡ଼ିରହିବା; ଧାରଣା Lying prostrate before a deity till one's wish is fulfilled.
  3. ତାଡ଼ି ରଖିବାର ଛୋଟ ମାଠିଆ A pot or small jug for keeping toddy. (ଅଧିଆ ଉରାଠାରୁ ବଡ଼ ଓ ଘଡ଼ାଠାରୁ ସାନ)
Page 504 of 605



expoodisha.com

 

Other Dictionary