Odia Dictionary


Back

ଅଧାବିଧା

Also : [ ଅଧାପନ୍ତରା, ଅଧପନ୍ତରା, ଅଧପନ୍ତରିଆ ] 




  1. Adhābidhā  (ଦେ.ବିଣ.)ଦରପନ୍ତରା; ଅସମ୍ପୂର୍ଣ୍ଣ  Incomplete.

  2. ଅସମାପ୍ତ Unfinished.

  3. ଅର୍ଦ୍ଧସମାପ୍ତ Half-finished.

  4. ଅସମ୍ପୂର୍ଣ୍ଣ ରୂପେ  Incompletely.

  5. ଅମନୋଯୋଗୀ ହୋଇ; ମନ ନ ଲଗାଇ Half heartedely.