Odia Dictionary
Back
ଅଧାଉମର୍
- Adhāumar (ଦେ.ବି.) - ଯୁବା ବୟସ; ଯୌବନ Youth; adolescence.
- ପ୍ରୌଢ଼ାବସ୍ଥା; ଯୌବନ ଓ ବାର୍ଦ୍ଧକ୍ୟର ସନ୍ଧି ସମୟ Time between youth and old age; middle age.
- (ଦେ.ବିଣ.) - ଅଧାବୟସିଆ (ଯେ ଯୁବା ନୁହେ କି ବୁଢ଼ା ନୁହେ) Middle aged; grown up; adult (person)