| ID | Main Word | Content |
|---|---|---|
| 2256 | ଅଦାସ |
|
| 2257 | ଅଦାହ୍ୟ |
[ ଦ୍ର ] ଦୁଇ ବର୍ଷରୁ ନ୍ୟୁନ ବୟସ୍କ ପିଲା ମରିଗଲେ ତାକୁ ଅଗ୍ନିସଂସ୍କାର ନ କରି ମାଲ୍ୟ ଚନ୍ଦନାଦି ଭୂଷିତ କରି ଅରଣ୍ୟରେ ପକାଇଦେବା। |
| 2258 | ଅଦିଆ | Also : [ ଅଦାତା ]
[ ଦ୍ର ] କେଳାମାନେ ବାଜି ଦେଖାଇଲା ବେଳେ ଦର୍ଶକମାନଙ୍କ ସାମନାରେ ଏ କଣ୍ଢେଇକୁ ରଖି "ଅଦିଆ ମୁଣ୍ଡରେ ଥୁକ" କହି ଏ କଣ୍ଢେଇ ମୁହଁରେ ମଝିରେ ଘୃଣାସହକାରେ ଛେପ ପକାଇଥାନ୍ତି। ଏଥିରୁ ଏହା ସୂଚିତ ହୁଏ ଯେ ବର୍ତ୍ତମାନ ଯେଉଁ ମାନେ ଦର୍ଶକରୁପେ ଉପସ୍ଥିତ ସେମାନେ ଏ ବାଜିଗରକୁ ମନ ବୋଧ କରି ବିଦାକି ନ ଦେଲେ ଅନ୍ୟତ୍ର ଏହି ଅଦିଆକୁ ସମ୍ବୋଧନ କରି ସେମାନଙ୍କୁ ଲକ୍ଷ କରି ସେମାନଙ୍କ ମୁହଁରେ ମଧ୍ୟ ଛେପ ପଡ଼ିବ] |
| 2259 | ଅଦିଆ ବିନ୍ଧଣା |
|
| 2260 | ଅଦିଆଳୁ |
|
Other Dictionary |

