| ID | Main Word | Content |
|---|---|---|
| 2246 | ଅଦାୟାଦ |
[ ଦ୍ର ] ମୃତବ୍ୟକ୍ତର କାନୀନ, ସହୋଢ଼, କ୍ରୀତ, ପୌନର୍ଭବ, ସ୍ୱୟଂଦତ୍ତ ଶୌଦ୍ର ପୁତ୍ରମାନେ -ରାମଶଙ୍କର, ମନୁସଂହିତା ୯-୧୬୦। ମନୁସଂହିତାରେ ମନୁଷ୍ୟର ପୁତ୍ର ବାର ଶ୍ରେଣୀରେ ବିଭକ୍ତ ହୋଇ ଅଛନ୍ତି ସେଥିମଧ୍ୟରୁ ଔରସ; କ୍ଷେତ୍ରଜ; ଦତ୍ତକ; କୃତ୍ରିମ; ଗୂଢ଼ୋତ୍ପନ୍ନ ଓ ଅବବିଦ୍ଧ; ଏ ଛଅ ଜଣ ଦାୟାଦ ବାନ୍ଧବ ଓ ଅପର ଛଅ ଜଣ ଅଦାୟାଦ ବାନ୍ଧବ ଅଟନ୍ତି - ରାମଶଙ୍କର, ମନୁସଂହିତା - ୯-୧୪୯ |
| 2247 | ଅଦାୟିକ |
|
| 2248 | ଅଦାର |
|
| 2249 | ଅଦାଲତ |
[ ଦ୍ର ] ଭିନ୍ନ ଭିନ୍ନ ଶ୍ରେଣୀର ମକଦ୍ଦମା ବିଚାର କରିବା ପାଇଁ ସରକାର ଭିନ୍ନ ଭିନ୍ନ ଶ୍ରେଣୀର ଅଦାଲତମାନେ ଅସାଇଅଛନ୍ତି ଓ ବିଚାର୍ଯ୍ୟ ବିଷୟରେ ନାମ ଅନୁସାରେ ଅଦାଲତର ନାମ ହୁଏ। ଯଥା -ଦେବାନୀ ଅଦାଲତ; ଫଉଜଦାରୀ ବା ମେଜେଷ୍ଟରୀ; ସେସନ୍ ବା ଦଉରା; ମାଲ ବା ରେଭିନିଉ; ସରାସରୀ; କାଜକୋଟ; ପୁଲିସ କୋଟ୍; ଅଦାଲତର କ୍ରମ ବା ସୋପାନ ଅନୁସାରେ ମଧ୍ୟ ନାମକରଣ ହୁଏ, ଯଥା ସରେନୋ ବା ନିମ୍ନ ଅଦାଲତ; ଅପିଲ୍ ବା ଉପର ଅଦାଲତ; ହାକିମଙ୍କ ନାମ ଅନୁସାରେ ମଧ୍ୟ ଅଦାଲତର ନାମ ହୁଏ, ଯଥା - ଜଜ୍ ଅଦାଲତ; ସବଜଜ୍ ଅଦାଲତ; ମୁନସଫ୍ ଅଦାଲତ] |
| 2250 | ଅଦାଲତ କଚିରି |
|
Other Dictionary |

