Odia Dictionary


Back

ଅଦାତା

Also : [ ଅଦିଆ ]




  1. Adātā (ସଂ.ବିଣ.) - ଯେ ଦାତା ବା ଦାନଶୀଳ ନୁହେ Not charitable.

  2. କୃପଣ Miserly.

  3. ଯେ ଧନ ଦେବା ପାଇଁ ଦାୟୀ ନୁହେ Not liable to pay.