Language Section

 

 

 

 

 

 

Dictionary : View_page

ID Main Word Content
1081 ଅଙ୍ଗଶୋଧନ

Also : [ ଅଙ୍ଗମାର୍ଜ୍ଜନ ]

  1. Aṅgaṡodhana (ସଂ.ବି.) - ଅଙ୍ଗସଂସ୍କାର; ଦେହକୁ ସଫା କରିବା ପାଇଁ ଗାମୁଛା ପ୍ରଭୃତି ଦ୍ୱାରା ଘଷିବା ମାଜିବା Scouring of the body with a towel.
  2. ଶରୀରକୁ ପରିଷ୍କାର ପରିଚ୍ଛନ୍ନ କରିବା କ୍ରିୟା Toilet.
  3. ମାଜଣା; ଗାଧୁଆ Bath.
  4. ମନ୍ତ୍ରୋଚ୍ଚାରଣ ପୂର୍ବକ ଜଳବିନ୍ଦୁ ସେଚନଦ୍ୱାରା ଶରୀରକୁ ଶୁଦ୍ଧକରଣ Purification of the body by sprinkling water on it while reciting certain formulae.
1082 ଅଙ୍ଗସଂବାହକ
  1. Aṅgasaṁbāhaka (ସଂ.ବିଣ.) - ଅଙ୍ଗସଂବାହକ ଭୃତ୍ୟ; ଯେଉଁ ଚାକର ପ୍ରଭୁଙ୍କ ଗୋଡ଼ ହାତ ଘଷିଦିଏ A servant who massages or shampoos the limbs of the master.
  2. ଯେଉଁ ଭୃତ୍ୟ ପ୍ରଭୁଙ୍କ ଦେହରେ ହଳଦୀ ତେଲ ମାଲିସ କରେ  A servant who rubs oil etc. on the body of the master.
  • ଅଙ୍ଗସଂବାହିକା (ସ୍ତ୍ରୀ)
1083 ଅଙ୍ଗସଂବାହନ
  1. Aṅgasaṁbāhana (ସଂ.ବି.) -  ଅନ୍ୟର ଗୋଡ଼ ହାତକୁ ଘଷିବା; ଆଉଁଷିବା  Massage; shampoo.
1084 ଅଙ୍ଗସଂସ୍କାର

Also : [ ଅଙ୍ଗମାର୍ଜ୍ଜନ

  1. Aṅgasaṁskāra (ସଂ.ବି.)ଦେହକୁ ସଫା କରିବା ପାଇଁ ଗାମୁଛା ପ୍ରଭୃତି ଦ୍ୱାରା ଘଷିବା ମାଜିବା Scouring of the body with a towel.
  2. ଶରୀରକୁ ପରିଷ୍କାର ପରିଚ୍ଛନ୍ନ କରିବା କ୍ରିୟା Toilet.
  3. ମାଜଣା; ଗାଧୁଆ Bath.
  4. ମନ୍ତ୍ରୋଚ୍ଚାରଣ ପୂର୍ବକ ଜଳବିନ୍ଦୁ ସେଚନଦ୍ୱାରା ଶରୀରକୁ ଶୁଦ୍ଧକରଣ Purification of the body by sprinkling water on it while reciting certain formulae.
1085 ଅଙ୍ଗସଙ୍ଗ
  1. Aṅgasaṅga (ସଂ.ବି.) -  ଜଣକ ଦେହରେ ଅନ୍ୟ ବ୍ୟକ୍ତିର ଦେହ ଲାଗିବା ବା ବାଜିବା  Bodily contact; coming in contact of the bodies of two persons.
  2. ଦୁଇ ବ୍ୟକ୍ତିଙ୍କ ମିଳନ Union or meeting together of two persons.
  3. ସହବାସ; ସଙ୍ଗମ; ମୈଥୁନ Coition; cohabitation; copulation.
Page 217 of 605



expoodisha.com

 

Other Dictionary