Odia Dictionary
Back
ଅଙ୍ଗମାର୍ଜ୍ଜନ
- Aṅgamārjjana (ସଂ.ବି.) - ଅଙ୍ଗସଂସ୍କାର; ଦେହକୁ ସଫା କରିବା ପାଇଁ ଗାମୁଛା ପ୍ରଭୃତି ଦ୍ୱାରା ଘଷିବା ମାଜିବା Scouring of the body with a towel.
- ଶରୀରକୁ ପରିଷ୍କାର ପରିଚ୍ଛନ୍ନ କରିବା କ୍ରିୟା Toilet.
- ମାଜଣା; ଗାଧୁଆ Bath.
- ମନ୍ତ୍ରୋଚ୍ଚାରଣ ପୂର୍ବକ ଜଳବିନ୍ଦୁ ସେଚନଦ୍ୱାରା ଶରୀରକୁ ଶୁଦ୍ଧକରଣ Purification of the body by sprinkling water on it while reciting certain formulae.