Language Section

 

 

 

 

 

 

Dictionary : View_page

ID Main Word Content
1071 ଅକ୍ଷରକ୍ଷୀ

Also : [ ଦେହରକ୍ଷୀ ] 

  1. Aṅgarakshī  (ସଂ.ବି.) -  ରାଜା ଆଦିଙ୍କ ଶରୀରକୁ ଜଗିବା ଭୃତ୍ୟ ବା ସିପାହୀ  A bodyguard or a great personage.
  • ଅଙ୍ଗରକ୍ଷିଣୀ (ସ୍ତ୍ରୀ)
1072 ଅଙ୍ଗରଖା
  1. Aṅgarakhā  (ଦେ.ବି.) - (ସଂ. ଅଙ୍ଗରକ୍ଷକ) କୁରୁତା Coat.
  2. ହାତ ନ ଥିବା ଓ ଅଣ୍ଟାପର୍ଯ୍ୟନ୍ତ ଲମ୍ବିଥିବା କୁରୁତା; ଛୋଟ ଜାକେଟ୍ Sleeveless small jacket.
1073 ଅଙ୍ଗରଞ୍ଜନ
  1. Aṅgaran̄jana (ସଂ.ବି.) ପ୍ରସାଧନ; ଦେହସଜ୍ଜା; ବେଶ ହେବା; ଦେହର ଶୋଭାବୃଦ୍ଧି କରିବା ପାଇଁ ଦେହରେ କୁଙ୍କୁମ, ହଳଦୀ, ପାଉଡ଼ର, ସିନ୍ଦୂର, କଜ୍ଜ୍ୱଳ ଆଦି ଲଗାଇବା Toilet.
  2. (ବହୁବ୍ରୀହି) - ଦେହସଜ୍ଜାର ଉପକରଣ (ଯଥା—ହଳଦୀ, ଚନ୍ଦନ, କୁଙ୍କୁମ, ପାଉଡ଼ର); ଅଙ୍ଗରାଗ  A toilet preparation.
1074 ଅଙ୍ଗରାଗ

Also : [ ଅଙ୍ଗରଞ୍ଜନ ]

  1. Aṅgarāga  (ସଂ.ବି.) - ପ୍ରସାଧନ; ଦେହସଜ୍ଜା; ବେଶ ହେବା; ଦେହର ଶୋଭାବୃଦ୍ଧି କରିବା ପାଇଁ ଦେହରେ କୁଙ୍କୁମ, ହଳଦୀ, ପାଉଡ଼ର, ସିନ୍ଦୂର, କଜ୍ଜ୍ୱଳ ଆଦି ଲଗାଇବା Toilet.
  2. (ବହୁବ୍ରୀହି) - ଦେହସଜ୍ଜାର ଉପକରଣ (ଯଥା—ହଳଦୀ, ଚନ୍ଦନ, କୁଙ୍କୁମ, ପାଉଡ଼ର); ଅଙ୍ଗରାଗ  A toilet preparation.
1075 ଅଙ୍ଗରୁହ
  1. Aṅgaruha (ସଂ.ବି.)(ଯାହା ଅଙ୍ଗରୁ ଜନ୍ମେ) କେଶ; ବାଳ  Hair.
  2. ଲୋମ Fur; down.
  3. ପଶମ Wool.  
  4. ପକ୍ଷ Wing.
Page 215 of 605



expoodisha.com

 

Other Dictionary