Odia Dictionary
Back
ଅଙ୍ଗରଞ୍ଜନ
- Aṅgaran̄jana (ସଂ.ବି.) - ପ୍ରସାଧନ; ଦେହସଜ୍ଜା; ବେଶ ହେବା; ଦେହର ଶୋଭାବୃଦ୍ଧି କରିବା ପାଇଁ ଦେହରେ କୁଙ୍କୁମ, ହଳଦୀ, ପାଉଡ଼ର, ସିନ୍ଦୂର, କଜ୍ଜ୍ୱଳ ଆଦି ଲଗାଇବା Toilet.
- (ବହୁବ୍ରୀହି) - ଦେହସଜ୍ଜାର ଉପକରଣ (ଯଥା—ହଳଦୀ, ଚନ୍ଦନ, କୁଙ୍କୁମ, ପାଉଡ଼ର); ଅଙ୍ଗରାଗ A toilet preparation.