Language Section

 

 

 

 

 

 

Dictionary : View_page

ID Main Word Content
1066 ଅଙ୍ଗମର୍ଦ୍ଦ

Also : [ ଅଙ୍ଗମର୍ଦ୍ଦକ ] 

  1. Aṅgamardda (ସଂ.ବି.)ଅଙ୍ଗସଂବାହକ ଭୃତ୍ୟ; ଯେଉଁ ଚାକର ପ୍ରଭୁଙ୍କ ଗୋଡ଼ ହାତ ଘଷିଦିଏ A servant who massages or shampoos the limbs of the master.
  2. ଆମବାତ Rheumatism.
  3. ଯେଉଁ ଭୃତ୍ୟ ପ୍ରଭୁଙ୍କ ଦେହରେ ହଳଦୀ ତେଲ ମାଲିସ କରେ  A servant who rubs oil etc. on the body of the master.
  • ଅଙ୍ଗମର୍ଦ୍ଦା (ସ୍ତ୍ରୀ)
  • ଅଙ୍ଗମର୍ଦ୍ଦିକା (ସ୍ତ୍ରୀ)
1067 ଅଙ୍ଗମାର୍ଜ୍ଜନ
  1. Aṅgamārjjana (ସଂ.ବି.)ଅଙ୍ଗସଂସ୍କାର; ଦେହକୁ ସଫା କରିବା ପାଇଁ ଗାମୁଛା ପ୍ରଭୃତି ଦ୍ୱାରା ଘଷିବା ମାଜିବା Scouring of the body with a towel.
  2. ଶରୀରକୁ ପରିଷ୍କାର ପରିଚ୍ଛନ୍ନ କରିବା କ୍ରିୟା Toilet.
  3. ମାଜଣା; ଗାଧୁଆ Bath.
  4. ମନ୍ତ୍ରୋଚ୍ଚାରଣ ପୂର୍ବକ ଜଳବିନ୍ଦୁ ସେଚନଦ୍ୱାରା ଶରୀରକୁ ଶୁଦ୍ଧକରଣ Purification of the body by sprinkling water on it while reciting certain formulae.
1068 ଅଙ୍ଗମାର୍ଜ୍ଜନୀ
  1. Aṅgamārjjanī (ସଂ.ବି.)ଗାମୁଛା Towel; napkin.
1069 ଅଙ୍ଗଯଷ୍ଟି
  1. Aṅgaj̄ashṭi (ସଂ.ବି.) - ସମସ୍ତ ଅବୟବଯୁକ୍ତ ଶରୀର The whole body of a person being the aggregate of all the limbs.
1070 ଅଙ୍ଗରକ୍ଷକ
  1. Aṅgarakshaka (ସଂ.ବି.) -  ଅଙ୍ଗରଖା; କୁରୁତା Coat.
  2. କବଚ; ସାଞ୍ଜୁ Coat of mail.
  3. ରାଜାଙ୍କ ଶରୀରକୁ ଜଗିବା ଭୃତ୍ୟ ବା ସିପାହୀ A king's bodyguard.
  4. (ସଂ.ବିଣ.)ଯେ ରାଜା ଆଦିଙ୍କ ଶରୀରକୁ ଆକ୍ରମଣାଦିରୁ ରକ୍ଷା କରେ Guarding the person of a great personage.
  • ଅଙ୍ଗରକ୍ଷିକା (ସ୍ତ୍ରୀ)
Page 214 of 605



expoodisha.com

 

Other Dictionary