Language Section

 

 

 

 

 

 

Dictionary : View_page

ID Main Word Content
1061 ଅଙ୍ଗବୈକୃତ

Also : [ ଅଙ୍ଗବୈକ୍ଳବ୍ୟ ] | Category : [ Disease ]

  1. Aṅgaba̲i̱kṛuta (ସଂ.ବି.) - ରୋଗାଦି ଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା Bodily deformity due to disease.
  2. ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା  Mutilated condition of the limbs.
  3. ରୋଗ Disease.
  4. ମୂର୍ଚ୍ଛା Collapse; fainting.
  5. ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
  6. ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
1062 ଅଙ୍ଗବୈଗୁଣ୍ୟ

Category : [ Disease ]

  1. Aṅgaba̲i̱guṇya (ସଂ.ବି.)ଅଙ୍ଗବିଶେଷର ହାନି Mutilation of a limb.
  2. ଅଙ୍ଗବିଶେଷର ରୋଗ Disease attacking any limb.
1063 ଅଙ୍ଗଭଙ୍ଗୀ
  1. Aṅgabhangī (ସଂ.ବି.)ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
  2. ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
1064 ଅଙ୍ଗଭୂ
  1. Aṅgabhū (ସଂ.ବି.)ପୁତ୍ର Son.
1065 ଅଙ୍ଗଭେଟ ତୃତୀୟା
  1. Aṅgabheṭa tṛutīyā (ଦେ.ବି.) - ଭାଦ୍ରକୃଷ୍ଣତୃତୀୟା The third day of the dark fortnight of the month of Bhādra.
Page 213 of 605



expoodisha.com

 

Other Dictionary