| 1056 |
ଅଙ୍ଗବିକ୍ଷେପ |
- Aṅgabikshepa (ସଂ.ବି.) - ଆଳସ୍ୟ ବା ରୋଗରୁ ଦେହ ମୋଡ଼ି- ଭିଡ଼ି ହେବା କିମ୍ବା ଗୋଡ଼ ହାତ ଛାଟିପିଟି ହେବା Twisting ie spreading and contracting of the limbs to drive away lethargy or due to pangs.
- ନୃତ୍ୟାଦିରେ କଳାଯୁକ୍ତ ଅଙ୍ଗଭଙ୍ଗୀ Artistic gesticulations during dancing.
|
| 1057 |
ଅଙ୍ଗବିଜ୍ଞାନ |
- Aṅgabijn̄āna (ସଂ.ବି.) - (ଅଙ୍ଗବିଷୟକ ବିଜ୍ଞାନ) ଶରୀରବିଜ୍ଞାନ; ଦେହବିଜ୍ଞାନ Physiology; anatomy.
- ସାମୁଦ୍ରିକ ବିଦ୍ୟା; ହାତ ଦେଖି ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Palmistry.
- ଦେହରେ ଥିବା ଚିହ୍ନ ଦ୍ୱାରା ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Chiromancy; knowledge of lucky or unlucky marks on the body.
- ବ୍ୟାକରଣ ଶାସ୍ତ୍ର Grammar.
|
| 1058 |
ଅଙ୍ଗବିଦ୍ୟା |
Also : [ ଅଙ୍ଗବିଜ୍ଞାନ ]
- Aṅgabidyā (ସଂ.ବି.) - (ଅଙ୍ଗବିଷୟକ ବିଜ୍ଞାନ) ଶରୀରବିଜ୍ଞାନ; ଦେହବିଜ୍ଞାନ Physiology; anatomy.
- ସାମୁଦ୍ରିକ ବିଦ୍ୟା; ହାତ ଦେଖି ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Palmistry.
- ଦେହରେ ଥିବା ଚିହ୍ନ ଦ୍ୱାରା ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Chiromancy; knowledge of lucky or unlucky marks on the body.
- ବ୍ୟାକରଣ ଶାସ୍ତ୍ର Grammar.
|
| 1059 |
ଅଙ୍ଗବିନିଶ୍ଚୟ |
Also : [ ହୋରା ଶାସ୍ତ୍ର, ହୋରା ବିଜ୍ଞାନ ]
- Aṅgabiniṡchaya (ସଂ.ବି.) - କାଳ ନିର୍ଣ୍ଣୟାତ୍ମକ ଜ୍ୟୋତିଷ ଶାସ୍ତ୍ର A science or book for astronomical calculation of time.
|
| 1060 |
ଅଙ୍ଗବୈକଲ୍ୟ |
- Aṅgaba̲i̱kalya (ସଂ.ବି.) - ବିକଳାଙ୍ଗତା; ରୋଗ ବା କଟିଯିବା ଯୋଗୁଁ ଦେହରେ କୌଣସି ଅଙ୍ଗର ହାନି Mutilation; deformity of any limb due to mutilation or disease.
|