Odia Dictionary
Back
ଅଙ୍ଗବିଜ୍ଞାନ
- Aṅgabijn̄āna (ସଂ.ବି.) - (ଅଙ୍ଗବିଷୟକ ବିଜ୍ଞାନ) ଶରୀରବିଜ୍ଞାନ; ଦେହବିଜ୍ଞାନ Physiology; anatomy.
- ସାମୁଦ୍ରିକ ବିଦ୍ୟା; ହାତ ଦେଖି ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Palmistry.
- ଦେହରେ ଥିବା ଚିହ୍ନ ଦ୍ୱାରା ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Chiromancy; knowledge of lucky or unlucky marks on the body.
- ବ୍ୟାକରଣ ଶାସ୍ତ୍ର Grammar.