Language Section

 

 

 

 

 

 

Dictionary : View_page

ID Main Word Content
456 ଅକ୍ଷର ଢଳା
  1. Akshara ḍhaḻā  (ଦେ.ବି.) - ଛାପାଖାନାରେ ବ୍ୟବହୃତ ଟାଇପ୍ ବା ଅକ୍ଷରର ପ୍ରତିକୃତିକୁ ଛାଞ୍ଚରେ ଢାଳି ତିଆରି କରିବା ପ୍ରକ୍ରିୟା Moulding of types for printing.
457 ଅକ୍ଷର ଢାଳିବା
  1. Akshara ḍhāḻibā  (ଦେ.କ୍ରି.) ଛାପାଖାନାରେ ବ୍ୟବହୃତ ଅକ୍ଷରର ଛାପ ତିଆରି କରିବା ପାଇଁ ସୀସାକୁ ତରଳାଇ ଛାଞ୍ଚରେ ଢାଳିବା To mould types for printing.
458 ଅକ୍ଷରଣ
  1. Aksharaṇa (ସଂ.ବିଣ.) - କ୍ଷରଣରହିତ Not leaking. 
  2. ଅବିନାଶୀ; ଅକ୍ଷୟ  Indestructible. 
  3. (ସଂ.ବି.) - ସ୍ରାବରାହିତ୍ୟ Non-leakage.
459 ଅକ୍ଷରତୂଳିକା
  1. Akshara tūḻikā (ସଂ.ବି.) - (ଯେଉଁ ତୂଳିକାରେ ଅକ୍ଷର ଲେଖାଯାଏ) - କଲମ; ଲେଖନୀ  Pen. 
460 ଅକ୍ଷରନିବଦ୍ଧ
  1. Aksharanibaddha (ସଂ.ବିଣ.) ଅକ୍ଷର ଦ୍ୱାରା ପ୍ରକାଶିତ; ଲିଖିତ Written; reduced into writing.
Page 92 of 605



expoodisha.com

 

Other Dictionary