| 466 |
ଅକ୍ଷରୂଚକ |
- Aksharuchaka (ସଂ.ବି.) - ସୌବର୍ଚ୍ଚଲବଣ A kind of salt.
|
| 467 |
ଅକ୍ଷରେଖା |
- Aksharekhā (ସଂ.ବି.) - (ଭୂଗୋଳ) ଭୂଗୋଳକର ପୃଷ୍ଠରେ ବିଷୁବ ରେଖାଠାରୁ କୌଣସି ସ୍ଥାନର ଉତ୍ତରରେ ବା ଦକ୍ଷିଣରେ ଦୂରତ୍ୱ କେତେ ଏହା ଜାଣିବା ପାଇଁ କଳ୍ପିତ ରେଖା (Geography) Lines of latitude; parallels of latitude
|
| 468 |
ଅକ୍ଷଲୀଳା |
- Akshalīḻā (ସଂ.ବି.) - ପଶାଖେଳ Playing at dice.
- ଚକ୍ଷୁର ବିଳାସ Turning of the eyes.
|
| 469 |
ଅକ୍ଷହୃଦୟ |
- Akshahṛudaya (ସଂ.ବି.) - ପଶାଖେଳିବାର କୌଶଳ। The art of playing at dice; the mysteries of the game of dice.
|
| 470 |
ଅକ୍ଷାଂଶ |
- Akshāṁṡa (ସ.ବି.) - (ବିପରୀତ—ଦ୍ରାଘିମା) ଭୂଗୋଳ, ଅକ୍ଷବୃତ୍ତର ୩୬୦ ଅଂଶରୁ ଏକ ଭାଗ Degree of latitude.
- (ସଂ ବି.) - ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୂରତ୍ୱର କୌଣିକ ପରିମାଣ The latitude of a place; the angular distance of a place, north or south of the equator, measured on the meridian through the place.
|