Language Section

 

 

 

 

 

 

Dictionary : View_page

ID Main Word Content
461 ଅକ୍ଷରନ୍ୟାସ

 Also : [ ଅକ୍ଷରବିନ୍ୟାସ, ଅକ୍ଷରସଂସ୍ଥାନ ]

  1. Aksharanyāsa (ସଂ.ବି.)ଲିପି; ପତ୍ରିକା Writing.
  2. ଦଲିଲ Document. 
  3. ପତ୍ର; ଚିଠି A letter.
  4.  ପରିପାଟୀରୂପେ ଶ୍ରେଣୀବଦ୍ଧ କରି ଅକ୍ଷର ଲିଖନ Good caligraphy.
  5. ସୁନ୍ଦର ହସ୍ତାକ୍ଷର ଲେଖିବା ପ୍ରଣାଳୀ Penmanship.
462 ଅକ୍ଷରପରିଚୟ
  1. Aksharaparichaya (ସଂ.ବି.) - ବର୍ଣ୍ଣପରିଚୟ; ଭାଷାର ଅକ୍ଷର ମାନଙ୍କୁ ଚିହ୍ନିବା Knowledge of the alphabet; learning of the letters.
  2. ଭାଷାର ପ୍ରାଥମିକ ଶିକ୍ଷା  Elementary learning.
463 ଅକ୍ଷରବିନ୍ୟାସ

Also : [ ଅକ୍ଷରନ୍ୟାସ, ଅକ୍ଷରସଂସ୍ଥାନ ]

  1. Akshara binyāsa (ସଂ.ବି.)ଲିପି; ପତ୍ରିକା Writing.
  2. ଦଲିଲ Document. 
  3. ପତ୍ର; ଚିଠି A letter.
  4.  ପରିପାଟୀରୂପେ ଶ୍ରେଣୀବଦ୍ଧ କରି ଅକ୍ଷର ଲିଖନ Good caligraphy.
  5. ସୁନ୍ଦର ହସ୍ତାକ୍ଷର ଲେଖିବା ପ୍ରଣାଳୀ Penmanship.
464 ଅକ୍ଷରମୁଖ

Also : [ ଅକ୍ଷରଜ୍ଞ ]

  1. Aksharajn̄a (ସଂ.ବିଣ.)  - (ଅକ୍ଷର ଅଛି ମୁଖରେ ଯାହାର) - ଅକ୍ଷରଜ୍ଞ; ଶାସ୍ତ୍ରଜ୍ଞ Versed in the Scriptures.
  2. ସାହିତ୍ୟଜ୍ଞ Literary (man); (man) of letters.
  3. (ସଂ.ବି.) - ଶିଷ୍ୟ; ଛାତ୍ର Student; pupil; disciple. 
  4. ପ୍ରଥମ ବର୍ଣ୍ଣ; ବର୍ଣ୍ଣମାଳାର ପ୍ରଥମ ଅକ୍ଷର, ଅ।  'A' the first letter of the alphabet.
  • (ଅକ୍ଷରମୁଖା - ସ୍ତ୍ରୀ)
465 ଅକ୍ଷରମାଳା

Also : [ ଅକ୍ଷସୂତ୍ର ]

  1. Aksharamāḻā  (ସଂ.ବି.) - କୌଣସି ଭାଷାର ମୂଳଠାରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବର୍ଣ୍ଣ; ବର୍ଣ୍ଣମାଳା The alphabet of a language in order.
Page 93 of 605



expoodisha.com

 

Other Dictionary