Language Section

 

 

 

 

 

 

Dictionary : View_page

ID Main Word Content
451 ଅକ୍ଷର
  1. Akshara (ସଂ.ବିଣ.) - କ୍ଷରଣଶୂନ୍ୟ Not leaking.
  2. କ୍ରିୟାଶୂନ୍ୟ Actionless. 
  3. ନିତ୍ୟ Eternal.
  4. ସ୍ଥିର Calm; stationary.
  5. (ସଂ.ବି) - ବ୍ରହ୍ମ; ପରମାତ୍ମା; ପରମେଶ୍ୱର The Supreme Spirit. 
  6. ମୁକ୍ତ ଜୀବାତ୍ମା; ପରମାତ୍ମାରେ ଲୀନ ଜୀବାତ୍ମା The spark of life when it leaves the body and merges into the Supreme Soul. 
  7. ଶିବ, ମହାଦେବ Ṡiba the Destroyer.
  8. ବିଷ୍ଣୁ Bishṇu
  9. ଗଗନ; ଆକାଶ; ଶୂନ୍ୟମଣ୍ଡଳ The sky; ether.
  10. ଧର୍ମ Religion.
  11. ତପସ୍ୟା Penance.
  12. ମୋକ୍ଷ; ମୁକ୍ତି Liberation; salvation. 
  13. ଜଳ Water.
  14. ଅ ଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣ  Alphabet; letter. 
  15. ବିଭିନ୍ନ ଭାଷାର ଭିନ୍ନ ଭିନ୍ନ ଧ୍ୱନିଜ୍ଞାପକ ଚିହ୍ନ Character; types of different sounds in different languages. 
  16. (ସାଂଖ୍ୟଦର୍ଶନ) ପ୍ରକୃତି  (Sāṁkhya Philosophy) Nature. 
  17. (ଦେ.ବି.) - ଛାପାଖାନାରେ ଛାପିବା ପାଇଁ ବ୍ୟବହୃତ ଢଳା ସିସା ଅକ୍ଷରର ପ୍ରତିକୃତି  (printing) Type.
  18. କମ୍ପ୍ୟୁଟରରେ ଅକ୍ଷର ସଜା typeface in a computer (digital display or printing)
  19. ହସ୍ତାକ୍ଷର  Handwriting.

     
  • (ଅକ୍ଷରା - ସ୍ତ୍ରୀ)
452 ଅକ୍ଷରଚଣ

Also : [ ଅକ୍ଷରଚନ, ଅକ୍ଷରଚୁଞ୍ଚୁ ]

  1. Aksharachaṇa (ସଂ.ବିଣ.) - ଲିପିକୁଶଳ; ଲିପିକର୍ମରେ ନିପୁଣ; ସୁଲେଖକ  Expert in writing; writing a nice hand.
  • (ଅକ୍ଷରଚଣା - ସ୍ତ୍ରୀ)
453 ଅକ୍ଷରଜନନୀ
  1. Aksharajananī (ସଂ.ବି.) - (ଯାହାଠାରୁ ଅକ୍ଷରମାନ ଜନ୍ମେ) ଲେଖନୀ; କଲମ; ଲେଖନ  Pen.
454 ଅକ୍ଷରଜୀବକ

Also : [ ଅକ୍ଷରଜୀବିକ, ଅକ୍ଷରଜୀବୀ ]

  1. Aksharajībaka  (ସଂ.ବିଣ.) - ମସୀଜୀବୀ; ଲେଖାଦ୍ୱାରା ଆପଣା ଜୀବିକା  ନିର୍ବାହକାରୀ Gaining livelihood by writing.
  2. (ସଂ.ବି.) - ଲେଖକ; ନବିସିନ୍ଦା; ମୋହରିର୍ Writer; scribe; clerk.
  3. କରଣ ବ୍ୟବସାୟୀ ବ୍ୟକ୍ତି A professional writer.
  4. ଲିପିକର; ନକଲ୍ନବିସ୍ A copyist.
  • (ଅକ୍ଷରଜୀବିକା - ସ୍ତ୍ରୀ)
455 ଅକ୍ଷରଜ୍ଞ

 Also : [ ଅକ୍ଷରମୁଖ ]

  1. Aksharajn̄a (ସଂ.ବିଣ.)  - (ଅକ୍ଷର ଅଛି ମୁଖରେ ଯାହାର) - ଅକ୍ଷରଜ୍ଞ; ଶାସ୍ତ୍ରଜ୍ଞ Versed in the Scriptures.
  2. ସାହିତ୍ୟଜ୍ଞ Literary (man); (man) of letters.
  3. (ସଂ.ବି.) - ଶିଷ୍ୟ; ଛାତ୍ର Student; pupil; disciple. 
  4. ପ୍ରଥମ ବର୍ଣ୍ଣ; ବର୍ଣ୍ଣମାଳାର ପ୍ରଥମ ଅକ୍ଷର, ଅ।  'A' the first letter of the alphabet.
  • (ଅକ୍ଷରଜ୍ଞା - ସ୍ତ୍ରୀ)
Page 91 of 605



expoodisha.com

 

Other Dictionary