| 4516 |
ଅପ୍ରଶଂସା |
- Apraṡaṁsā (ସଂ.ବି.) - ପ୍ରଶଂସାର ଅଭାବ Absence of praise.
- ନିନ୍ଦା Blame
- ନିନ୍ଦା, କୁତ୍ସା, ଅପବାଦ, ବଦନାମ ବା ପ୍ରଶଂସାର ଅଭାବ Censure, vilification, slander, disrepute, or lack of praise.
|
| 4517 |
ଅପ୍ରଶଂସ୍ୟ |
- Apraṡaṁsya (ସଂ.ବିଣ.) - ପ୍ରଶଂସା ପାଇବାର ଅଯୋଗ୍ୟ Not praiseworthy.
- ନିନ୍ଦ୍ୟ; ନିନ୍ଦାର୍ହ Blameworthy.
|
| 4518 |
ଅପ୍ରଶସ୍ତ |
- Apraṡasta (ସଂ.ବିଣ.) - ଅପ୍ରଶଂସିତ Not praised.
- ନିକୃଷ୍ଟ Inferior.
- ଅକାମିକା; ନିକମ୍ମା Worthless.
- ଅବିସ୍ତୃତ; ଅଳ୍ପ ଚଉଡ଼ାNot wide; not extensive
- ସଂକୀର୍ଣ୍ଣ Narrow.
- ଅପ୍ରଚଳିତ Not in use; not current; obsolete.
- ନିନ୍ଦିତ Blameworthy.
- ପ୍ରତିକୂଳ Unfavourable.
- ଅଶୁଭକର Inauspicious.
- ଅଯଥେଷ୍ଟ Insufficient.
- ଅସୁବିଧାଜନକ Inconvenient.
- ଜ୍ୟୋତିଷଶାସ୍ତ୍ର ମତରେ ଅଶୁଭଜନକ ବା ଅଶୁଚି (କାଳ) Astronomically inauspicious or impure (time)
- (ସଂ.ବି.) -ମଇଳା; ମଳି Dirt.
- ମନୁଷ୍ୟ ଦେହଜାତ ବିଷ୍ଠା ମୂତ୍ରାଦି; ମଳ Natural excretion.
|
| 4519 |
ଅପ୍ରସକ୍ତ |
- Aprasakta (ସଂ.ବିଣ.) - ଲାଗି ନ ଥିବା; ଲଗ୍ନ ହୋଇ ନ ଥିବା Not attached to.
- ଅନାସକ୍ତ; ଆସକ୍ତ ହୋଇ ନ ଥିବା Not addicted to.
|
| 4520 |
ଅପ୍ରସଙ୍ଗ |
- Aprasaṅga (ସଂ.ବି.) - ଆଲୋଚିତ ବିଷୟ ସହିତ ପ୍ରସଙ୍ଗ ବା ସମ୍ପର୍କର ଅଭାବ Irrelevance; want of relevance.
- (ନ୍ୟାୟ ଦର୍ଶନ) ସମ୍ପର୍କର ଅଭାବ (Nyāya philosophy) Want of connection.
- ମନ୍ଦ ପ୍ରସଙ୍ଗBad point.
- ନ ଖାଟିବା ଅବସ୍ଥା Non-applicability.
- ଅପ୍ରାସଙ୍ଗିକ, ଅସମ୍ବନ୍ଧିତ କିମ୍ବା ଯାହାର ପ୍ରସଙ୍ଗ ସହିତ କୌଣସି ସମ୍ପର୍କ ନାହିଁ Irrelevant; Out of context
|