| 4521 |
ଅପ୍ରସନ୍ନ |
- Aprasanna (ସଂ.ବିଣ.) - ଅସନ୍ତୁଷ୍ଟ; ବିରକ୍ତ Dissatisfied; displeased
- ବିରସ (ମୁଖ) Frowning (face); scowling.
- ଅପ୍ରଫୁଲ୍ଲ; ମ୍ଳାନ Faded.
- ପ୍ରତିକୂଳ Unfavourable.
- ପ୍ରସାଦରହିତ Not propitiated.
- ଦୁଃଖିତ; ନିରାନନ୍ଦ Joyless; grieved.
- କ୍ଷୁବ୍ଧ Agitated; perplexed.
- ଗୋଳିଆ (ପାଣି) Muddy (Water)
- ଅନିର୍ମଳ Not clear.
- ଅପ୍ରସନ୍ନା - (ସ୍ତ୍ରୀ)
- ଅପ୍ରସନ୍ନତା - (ବି.)
|
| 4522 |
ଅପ୍ରସହ୍ୟ |
Also : [ ଅସହ୍ୟ ]
- Aprasahya (ସଂ.ବିଣ.) - ଅତି ଅସହ୍ୟ Intolerable.
- ଅବ୍ୟାହତ Irresistible.
- ଯାହାକୁ ସହ୍ୟ କରାଯାଇପାରେ ନାହିଁ କିମ୍ବା ଯାହା ଅତ୍ୟନ୍ତ କଷ୍ଟଦାୟକ That which cannot be endured or is extremely painful.
|
| 4523 |
ଅପ୍ରସାଦ |
- Aprasāda (ସଂ.ବି.) - ବେଅନୁଗ୍ରହ Disfavour.
- ଅସନ୍ତୋଷ Dissatisfaction.
- ଅପ୍ରସାଦୀ Aprasādī (ସଂ.ବିଣ.) - ଯେ ଅନୁଗ୍ରହ ବା ପ୍ରସାଦ ପ୍ରତ୍ୟାଶୀ ନୁହେ Not asking or expecting any favour.
- ଅପ୍ରସାଦିନୀ - (ସ୍ତ୍ରୀ)
- ଅପ୍ରସାଦ୍ୟ Aprasādya (ସଂ.ବିଣ.) - ଯାହାକୁ ପ୍ରସନ୍ନ କରାଯାଇ ନ ପାରେ Unappeasable; not to be propitiated; implacable.
|
| 4524 |
ଅପ୍ରସାଦୀ |
- Aprasādī (ସଂ.ବିଣ.) - ଯେ ଅନୁଗ୍ରହ ବା ପ୍ରସାଦ ପ୍ରତ୍ୟାଶୀ ନୁହେ Not asking or expecting any favour.
|
| 4525 |
ଅପ୍ରସାଦ୍ୟ |
- Aprasādya (ସଂ.ବିଣ.) - ଯାହାକୁ ପ୍ରସନ୍ନ କରାଯାଇ ନ ପାରେ Unappeasable; not to be propitiated; implacable.
|