Language Section

 

 

 

 

 

 

Dictionary : View_page

ID Main Word Content
4511 ଅପ୍ରୟୋଗ

Also : [ ଅପ୍ରଯୋଗ ]

  1. Aprayoga (ସଂ.ବି.) - ପ୍ରୟୋଗର ଅଭାବ Non-application.
  2. ବ୍ୟବହାରର ଅଭାବ Absence of use; the not being in use.
  3. ଅପପ୍ରୟୋଗ; ଅପବ୍ୟବହାର Abuse; misuse.
  • ଅପ୍ରଯୁକ୍ତ - (ବିଣ.)
4512 ଅପ୍ରୟୋଜକ
  1. Aprayojaka (ସଂ.ବିଣ.) - ଯାହା ଘଟାଏ ନାହିଁ Not causing; not effecting.
  2. ଅନାବଶ୍ୟକ, ବେକାର, ନିରର୍ଥକ ବା ଯାହା କୌଣସି କାମରେ ଲାଗେ ନାହିଁ Useless / Unnecessary
  • ଅପ୍ରୟୋଜିକା - (ସ୍ତ୍ରୀ)
  • ପ୍ରତିଶବ୍ଦ: ଅଦରକାରୀ, ଅଲୋଡ଼ା, ନିଷ୍ପ୍ରୟୋଜନ, ଅକାମୀ
4513 ଅପ୍ରୟୋଜନ
  1. Aprayojana (ସଂ.ବି.) - ପ୍ରୟୋଜନର ଅଭାବ; ଆବଶ୍ୟକ ନ ହେବା Uselessness; no necessity
  2. (ସଂ.ବିଣ.) - ଯାହା ଦରକାରୀ ନୁହେଁ; ଅପ୍ରୟୋଜନୀୟ Not useful; not required; unnecessary.
  3. ଅହେତୁକ Having no ulterior motive.
  4. ନିଷ୍କାମ; ନିଃସ୍ୱାର୍ଥ Disinterested, unselfish. 
4514 ଅପ୍ରୟୋଜନୀୟ
  1. Aprayojanīya (ସଂ.ବିଣ.) - ଅଲୋଡ଼ା; ବେଦରକାରୀ Unnecessary
  2. ଯାହାର କୌଣସି ଆବଶ୍ୟକତା ବା ବ୍ୟବହାର ନାହିଁ Unnecessary / Useless
  • ଅପ୍ରୟୋଜନୀୟତା - (ବି.)
4515 ଅପ୍ରଲଘୁ
  1. Apralaghu (ସଂ.ବିଣ.) - ଯାହା ଅତି ଲଘୁ ନୁହେଁ; ଅଧିକ Considerable.
  2. ଯାହା ଲଘୁ ବା ହାଲୁକା ନୁହେଁ, ଅର୍ଥାତ୍ ଗୁରୁ, ଭାରୀ, ବଡ଼, କଠିନ, ବା ଗମ୍ଭୀର That which is not light or slight -in other words, heavy, massive, large, difficult, or serious.
Page 903 of 933



expoodisha.com

 

Other Dictionary