| 4461 |
ଅପ୍ରତିଦ୍ବନ୍ଦ୍ବୀ |
- Apratidwandwī (ସଂ.ବିଣ.) - ପ୍ରତିଦ୍ୱନ୍ଦ୍ୱୀହୀନ Unrivalled; having no rival.
- ଯାହା ସହିତ ମୁକାବିଲା କରିବା ପାଇଁ କେହି ନଥାନ୍ତି There is no one to contend with it.
- ଏକ ବଙ୍ଗଳା ଚଳଚ୍ଚିତ୍ରର ନାମ The name of a Bengali film
|
| 4462 |
ଅପ୍ରତିପତ୍ତି |
- Apratipatti (ସଂ.ବି.) - ସ୍ଥିରୀକରଣର ଅଭାବ Non-ascertainment.
- ଅଗୌରବ Want of reputation.
- ବ୍ୟକ୍ତିଗତ ଖାତିରର ଅଭାବ Want of personal influence or prestige.
- ଅସ୍ୱୀକାର Non-acceptance.
- ସାଧାରଣ ଚକ୍ଷୁରେ ପତିଆରାର ଅଭାବ Want of credit in the eyes of the public.
- ପ୍ରମାଣ ନ ହେବା ଅବସ୍ଥା State of not being proved.
|
| 4463 |
ଅପ୍ରତିପନ୍ନ |
Also : [ ଅପ୍ରତିପାଦିତ ]
- Apratipanna (ସଂ.ବିଣ.) - ଅପ୍ରମାଣିତ Unproved.
- ସାଧାରଣଙ୍କ ଚକ୍ଷୁରେ ଯାହାର ପତିଆରା ନାହିଁ Having no credit in the eyes of the public.
- ଯାହାଠାରେ ଲୋକଙ୍କ ଖାତିର ନ ଥାଏ Having no personal influence or prestige.
|
| 4464 |
ଅପ୍ରତିପାଦିତ |
Also : [ ଅପ୍ରତିପନ୍ନ ]
- Apratipādita (ସଂ.ବିଣ.) - ଅପ୍ରମାଣିତ Unproved.
- ସାଧାରଣଙ୍କ ଚକ୍ଷୁରେ ଯାହାର ପତିଆରା ନାହିଁ Having no credit in the eyes of the public.
- ଯାହାଠାରେ ଲୋକଙ୍କ ଖାତିର ନ ଥାଏ Having no personal influence or prestige.
|
| 4465 |
ଅପ୍ରତିବଦ୍ଧ |
- Apratibaddha (ସଂ.ବିଣ.) - ବାଧା ବା ବ୍ୟାଘାତ ରହିତ; ଅପ୍ରତିହତ Unobstructed; unhindered.
- ସ୍ୱାଧୀନ Free; independent.
|