Odia Dictionary


Back

ଅପ୍ରତିପାଦିତ

Also : [ ଅପ୍ରତିପନ୍ନ ]




  1. Apratipādita (ସଂ.ବିଣ.) - ଅପ୍ରମାଣିତ Unproved.

  2. ସାଧାରଣଙ୍କ ଚକ୍ଷୁରେ ଯାହାର ପତିଆରା ନାହିଁ  Having no credit in the eyes of the public.

  3. ଯାହାଠାରେ ଲୋକଙ୍କ ଖାତିର ନ ଥାଏ Having no personal influence or prestige.