Language Section

 

 

 

 

 

 

Dictionary : View_page

ID Main Word Content
4451 ଅପ୍ରଣୟୀ
  1. Apraṇayī (ସଂ.ବିଣ.) - ଅସ୍ନେହୀ; ଯେ ସ୍ନେହଶୀଳ ନୁହେଁ Not affable; not loving.
  2. ଶତ୍ରୁତାପନ୍ନ Inimical.
  • ଅପ୍ରଣୟିନୀ - (ସ୍ତ୍ରୀ)
4452 ଅପ୍ରଣିଧାନ
  1. Apraṇidhāna  (ସଂ.ବି.) - ଅମନୋଯୋଗ; ଅନବଧାନ Inattention.
  2. ଅମନୋଯୋଗୀ Inattentive.
  • ଅପ୍ରଣିଧାନା - (ସ୍ତ୍ରୀ)
4453 ଅପ୍ରଣିହିତ
  1. Apraṇihita (ସଂ.ବିଣ.) - ଅମନୋଯୋଗୀ Inattentive.
  • ଅପ୍ରଣିହିତା - (ସ୍ତ୍ରୀ)
4454 ଅପ୍ରତର୍କ୍ୟ
  1. Apratarkya  (ସଂ.ବିଣ.) - ଯାହା ତର୍କ କରାଯାଇ ନ ପାରେ Unarguable.
  2. ଯାହା ତର୍କଣା କରାଯାଇ ନ ପାରେ Incomprehensible.
4455 ଅପ୍ରତର୍କ୍ୟ
  1. Apratarkya  (ସଂ.ବିଣ.) - ଯାହା ତର୍କ କରାଯାଇ ନ ପାରେ Unarguable.
  2. ଯାହା ତର୍କଣା କରାଯାଇ ନ ପାରେ Incomprehensible.
Page 891 of 933



expoodisha.com

 

Other Dictionary