Language Section

 

 

 

 

 

 

Dictionary : View_page

ID Main Word Content
4471 ଅପ୍ରତିରଥ
  1. Apratiratha (ସଂ.ବିଣ.) - ପ୍ରତିଯୋଧହୀନ; ଯାହା ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀ ହେବା ଭଳି କେହି ଯୋଦ୍ଧା ନାହିଁ Having no warrior to rival him; unrivalled (warrior)
  2. (ସଂ.ବି.) - ଋଷିବିଶେଷ Name of a Sage.
  3. ଯୁଦ୍ଧଯାତ୍ରା କାଳରେ ବୋଲାଯିବା ମଙ୍ଗଳାଚରଣ Benedictory song recited when a warrior starts for the fight.
  4. ସାମବେଦୋକ୍ତ ପ୍ରାସ୍ଥାନିକ ମନ୍ତ୍ର (ଅପ୍ରତିରଥ ଋଷିଙ୍କର ଚିତ୍ର)  Auspicious incantations of the Sāma Beda recited on the occasion of starting for a specific object.
4472 ଅପ୍ରତିରୁଦ୍ଧ
  1. Apratiruddha (ସଂ.ବିଣ.) - ଅପ୍ରତିହତ; ଅନିବାରିତ Unobstructed.
  • ଅପ୍ରତିରୋଧ - (ବି.)
4473 ଅପ୍ରତିରୂପ
  1. Apratirupa (ସଂ.ବିଣ.) - ଅନୁପମ Incomparable.
  2. ଅଦ୍ୱିତୀୟ Unique.
  3. ଅପ୍ରତିଦ୍ୱନ୍ଦ୍ୱୀ Unrivalled.
4474 ଅପ୍ରତିସିଦ୍ଧ
  1. Apratishiddha (ସଂ.ବିଣ.) - ଅନିଷିଦ୍ଧ; ଯାହାକୁ କେହି ମନା କରି ନାହିଁ Not prevented.
  • ଅପ୍ରତିଷେଧ - (ବି.)
4475 ଅପ୍ରତିଷେଧନୀୟ
  1. Apratishedhaniya (ସଂ.ବିଣ.) - ଅନିବାର୍ଯ୍ୟ Unavoidable.
  2. ଯାହାକୁ ପ୍ରତିରୋଧ କରାଯାଇପାରିବ ନାହିଁ ବା ଯାହାକୁ ଅଟକାଇବା ଅସମ୍ଭବ That which cannot be resisted or is impossible to stop.
  3. ଯାହାକୁ ଟାଳି ହେବନାହିଁ That which cannot be averted
Page 895 of 933



expoodisha.com

 

Other Dictionary