| 4456 |
ଅପ୍ରତିଆ |
- Apratiā (ଦେ.ବିଣ.) - ପରତେ ଯାଉ ନ ଥିବା; ବିଶ୍ୱାସ କରୁ ନ ଥିବା Unbelieving.
|
| 4457 |
ଅପ୍ରତିକର |
- Apratikara (ସଂ.ବିଣ.) - ବିଶ୍ୱସ୍ତ Trusted.
|
| 4458 |
ଅପ୍ରତିକରଣୀୟ |
- Apratikaraṇīya (ସଂ.ବିଣ.) - ଯାହାର ପ୍ରତିକାର ବା ପ୍ରତିବିଧାନ କରାଯାଇ ନ ପାରେ; ଅପ୍ରତିବିଧେୟ Irretrievable.
- ଚିକିତ୍ସା ଦ୍ୱାରା ଯାହା ଶାନ୍ତ କରାଯାଇ ନ ପାରେ; ଅଚିକିତ୍ସ୍ୟ Irremediable.
|
| 4459 |
ଅପ୍ରତିକାର |
- Apratikāra (ସଂ.ବି.) - ପ୍ରତିକାର ବା ପ୍ରତିବିଧାନର ଅଭାବ Want of redress.
|
| 4460 |
ଅପ୍ରତିକାର୍ଯ୍ୟ |
Also : [ ଅପ୍ରତିକରଣୀୟ ]
- Apratikārj̄ya (ସଂ.ବିଣ.) - ଯାହାର ପ୍ରତିକାର ବା ପ୍ରତିବିଧାନ କରାଯାଇ ନ ପାରେ; ଅପ୍ରତିବିଧେୟ Irretrievable.
- ଚିକିତ୍ସା ଦ୍ୱାରା ଯାହା ଶାନ୍ତ କରାଯାଇ ନ ପାରେ; ଅଚିକିତ୍ସ୍ୟ Irremediable.
|