| 4446 |
ଅପ୍ରଛନ |
- Aprachchhana (ଗ୍ରା.ବିଣ.) - ଅପରିଷ୍କୃତ Uncleansed; unclean.
- ମଳିଆ; ମଳିନ Dirty; foul.
- ଯେଉଁଲୋକ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହେ ନାହିଁ Of dirty habits.
- ଅସୁନ୍ଦର Not beautiful.
- କୁତ୍ସିତ Ugly.
- ହୀନ Low; mean; wretched.
- (ଦେ.ବିଣ.) - ସର୍ବତ୍ର ପ୍ରକାଶିତ Made public.
- ଅନାବୃତ; ଖୋଲା Open.
|
| 4447 |
ଅପ୍ରଛନିଆଁ |
- Aprachhaniāñ (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି ସର୍ବଦା ପରିଷ୍କୃତ ପରିଚ୍ଛନ୍ନ ରହେ ନାହିଁ Of unclean habits.
- କୁତ୍ସିତ; ଅସୁନ୍ଦର Ugly.
- ଅପ୍ରଛନୀ, ଅପ୍ରଛନେଈ - (ସ୍ତ୍ରୀ)
|
| 4448 |
ଅପ୍ରଜ |
- Apraja (ସଂ.ବିଣ.) - ନିଃସନ୍ତାନ; ଆଣ୍ଠୁକୁଡ଼ା Childless.
- ବନ୍ଧ୍ୟା Barren; unproductive.
|
| 4449 |
ଅପ୍ରଜା |
- Aprajā (ସଂ.ବିଣ.) - ଅପ୍ରଜର ସ୍ତ୍ରୀଲିଙ୍ଗ Feminine of Apraja.
- ବନ୍ଧ୍ୟା Barren.
- ଆଣ୍ଠୁକୁଢ଼ୀ Childless.
- ଅପ୍ରଜ; ନିଃସନ୍ତାନ Childless.
|
| 4450 |
ଅପ୍ରଣୟ |
- Apraṇaya (ସଂ.ବି.) - ଅପ୍ରୀତି; ଶତ୍ରୁତା Enmity.
- ବିରୋଧ Opposition.
|