Language Section

 

 

 

 

 

 

Dictionary : View_page

ID Main Word Content
4441 ଅପ୍ରଗୁଣ
  1. Apraguṇa (ସଂ.ବିଣ.) - ଅପ୍ରକୃଷ୍ଟ; ନିକୃଷ୍ଟ Not excellent; inferior.
  2. ବ୍ୟାକୁଳ Agitated; troubled; disturbed.
  3. ଚଞ୍ଚଳ Restless.
4442 ଅପ୍ରଘଟ

Also : [ ଅପ୍ରକଟ ] 

  1. Apraghata (ଦେ.ବିଣ.) - ଅପ୍ରକାଶିତ Unpublished.
  2. ସର୍ବସାଧାରଣରେ ଅପ୍ରକାଶିତ Not made public.
  3. ବାହାରେ ଦେଖା ନ ଯିବା Latent; not patent.
  4. ଅସ୍ପଷ୍ଟ Indistinct.
  5. ଗୁପ୍ତ Hidden; concealed.
4443 ଅପ୍ରଚଳ
  1. Aprachaḻa (ସଂ.ବିଣ.) - ଯାହା ଲୋକସମାଜରେ ଚଳେ ନାହିଁ Not current.
  • ଅପ୍ରଚଳତା -  (ବି.)
  • ଅପ୍ରଚଳିତ (ବିଣ.)
4444 ଅପ୍ରଚାର
  1. Aprachāra (ଦେ.ବିଣ.) - (ଯହିଁରେ ଲୋକ ବିଚରଣ କରି ନ ପାରେ)  ଅଗମ୍ୟ  Inaccessible; impassable.
4445 ଅପ୍ରଚୁର
  1. Aprachura (ସଂ.ବିଣ.) -ଯାହା ପ୍ରଚୁର ବା ଯଥେଷ୍ଟ ନୁହେଁ Insufficient.
  • ଅପ୍ରାଚୁର୍ଯ୍ୟ - (ବି.)
Page 889 of 933



expoodisha.com

 

Other Dictionary