| 4436 |
ଅପ୍ରକାଶ |
- Aprakāṡa (ସଂ.ବି.) - ଅନଭିବ୍ୟକ୍ତି; ଦେଖା ନ ଯିବା Non-appearance.
- ଅପ୍ରକଟନ; ଗୋପନ Concealment; non-publication.
- ଅନ୍ଧକାର Darkness.
- (ସଂ.ବିଣ.) - ଅପ୍ରକାଶିତ; ପ୍ରକାଶରହିତ Not manifest.
- ଅପ୍ରକଟ Not published.
- ସ୍ପଷ୍ଟ ଦେଖା ନ ଯିବା Obscure.
- ଗୁପ୍ତ Concealed; hidden.
- ଅନ୍ଧକାରାଚ୍ଛନ୍ନ Dark.
|
| 4437 |
ଅପ୍ରକାଶିତ |
- Aprakaṡita (ସଂ.ବିଣ.) - ଅପ୍ରଷ୍ଫୁଟିତ; ଫୁଟି ନ ଥିବା (ଫୁଲ) (flower) Not in bloom.
- ଯାହା ଅବଧି ଛପା ହୋଇ ପ୍ରକାଶ ହୋଇ ନାହିଁ Not yet published.
- ଅଦୃଶ୍ୟ Invisible.
- ସର୍ବସାଧାରଣରେ ଅପ୍ରକାଶିତ Not made public.
- ବାହାରେ ଦେଖା ନ ଯିବା Latent; not patent.
- ଅସ୍ପଷ୍ଟ Indistinct.
- ଗୁପ୍ତ Hidden; concealed.
|
| 4438 |
ଅପ୍ରକାଶ୍ୟ |
- Aprakāṡya (ସଂ.ବିଣ.) - ପ୍ରକାଶିତ ହେବାର ଅଯୋଗ୍ୟ Not fit to be published.
- ଗୋପନୀୟ; ସର୍ବସାଧାରଣରେ ପ୍ରକାଶିତ ହେବାର ଅଯୋଗ୍ୟ Private; confidential.
- ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ସ୍ଥିତ Situated out of sight.
|
| 4439 |
ଅପ୍ରକୃତ |
- Aprakṛuta (ସଂ.ବିଣ.) - ଅଯଥାର୍ଥ Incorrect.
- ଅସତ୍ୟ; ମିଥ୍ୟା False.
- ଅସ୍ୱାଭାବିକ Unnatural.
- ଅବାସ୍ତବ; କଳ୍ପିତ Imaginary.
- ବେଠିକ୍ Not real.
- କୃତ୍ତ୍ରିମ; ଗଢ଼ା Artificial.
|
| 4440 |
ଅପ୍ରଗଳ୍ଭ |
- Apragaḻbha (ସଂ.ବିଣ.) - ଯେ ଗୁଡ଼ାଏ ଗପି ପାରେ ନାହିଁ A person who does not talk much.
- ନିରହଙ୍କାର Free from pride.
- ଲଜ୍ଜାଶୀଳ; ସଲଜ୍ଜ Modest.
- ଅପ୍ରଗଳ୍ଭ - (ସ୍ତ୍ରୀ)
- ଅପ୍ରଗଳ୍ଭତା - (ବି.)
|