Language Section

 

 

 

 

 

 

Dictionary : View_page

ID Main Word Content
406 ଅକ୍ଳିଷ୍ଟ
  1. Akḻishṭa (ସଂ.ବିଣ.) - ଯାହା କ୍ଳେଶଯୁକ୍ତ ନୁହେଁ; ଅକ୍ଳେଶକର (କର୍ମ) Not painful.
  2. ଯାହା ବୁଝିବାକୁ କଷ୍ଟ ହୁଏନାହିଁ; ସହଜବୋଧ୍ୟ (ବିଷୟ) Legible; easy to understand. 
  3. ଯାହା ମଉଳେ ନାହିଁ Unfading. (ଯଥା -ଅକ୍ଳିଷ୍ଟ କାନ୍ତି)
  4. (ସଂ.ବିଣ.) ଯେ ପରିଶ୍ରମ କରି କ୍ଳେଶବୋଧ କରେ ନାହିଁ (ବ୍ୟକ୍ତି) Untired (person).
  5. (ବି.) ଅକ୍ଳିଷ୍ଟତା
  • (ଅକ୍ଳିଷ୍ଟା - ସ୍ତ୍ରୀ)
407 ଅକ୍ଳିଷ୍ଟକର୍ମା
  1. Akḻishṭakarmā (ସଂ.ବିଣ.) - ଅକ୍ଳାନ୍ତ ପରିଶ୍ରମୀ Indefatigable; of untiring labour.
  2. ଯେ ଅକ୍ଳେଶରେ କାର୍ଯ୍ୟ ସମାଧା କରି ପାରେ Able to perform an act easily.
  3. କୌଶଳୀ Tactful.
408 ଅକ୍ଳିଷ୍ଟକାନ୍ତି
  1. Akḻishṭakānti (ସଂ.ବିଣ.) - ଯାହାର କାନ୍ତି ବା ଶୋଭା ମଉଳି ଯାଏ ନାହିଁ Of unfading lustre.
409 ଅକ୍ଳୀବ
  1. Akḻība (ସଂ.ବିଣ.)ଅବନ୍ଧ୍ୟ; ଜନନଶକ୍ତିଶାଳୀ; ଯାହାର ସନ୍ତାନୋଦ୍ପାଦିକା ଶକ୍ତି ଅଛି Having productive power.
  2. ବୀର; ସାହସିକ Manly; brave.
  3. ଧୈର୍ଯ୍ୟଶୀଳ Patient
  4. (ବି.) - ଅକ୍ଳୀବତା
  • (ଅକ୍ଳୀବା - ସ୍ତ୍ରୀ)
410 ଅକ୍ଳେଦ୍ୟ
  1. Akḻedya (ସଂ.ବିଣ.) - ଯାହା ଓଦା ହୁଏ ନାହିଁ Unsodden.
  2. ଯାହା ସଢ଼ିଯାଏ ନାହିଁ Unrotten.
Page 82 of 605



expoodisha.com

 

Other Dictionary