Language Section

Dictionary : View_page

ID Main Word Content
401 ଅକ୍ରୋଧନ
  1. Akrodhana (ସଂ.ବିଣ.) - କ୍ରୋଧରହିତ Free from anger.
  2. ଯେ କ୍ରୋଧକୁ ଦମନ କରେ One who can suppress anger. 
  3. (ସଂ.ବିଣ.) - ବିଷ୍ଣୁପୁରାଣୋକ୍ତ ରାଜା ଅୟୁତାଶ୍ୱଙ୍କ ପୁତ୍ର Name of a prince.
  • (ଅକ୍ରୋଧନା - ସ୍ତ୍ରୀ)
402 ଅକ୍ଳମ

Also : [ ଅକ୍ଳାନ୍ତ ]

  1. Akḻāma  (ସଂ.ବିଣ.)କ୍ଳାନ୍ତିରହିତ; ଯାହାକୁ ବାଧି ନାହିଁ (ବ୍ୟକ୍ତି) Unfatigued. 
  2. ଯାହାକୁ ପରିଶ୍ରମ ବାଧେ ନାହିଁ (ବ୍ୟକ୍ତି) Tireless.
  3. ଯେଉଁ ପରିଶ୍ରମ କରିବା ବ୍ୟକ୍ତି କ୍ଳାନ୍ତିନିବାରଣ ପାଇଁ ବିଶ୍ରାମ ନିଏ ନାହିଁ; ଅବିଶ୍ରାମ (labour) In which a person does not take rest; unwearied.
  4. (ବି.) ଅକ୍ଳାନ୍ତି
  • (ଅକ୍ଳାନ୍ତା - ସ୍ତ୍ରୀ)
403 ଅକ୍ଳାନ୍ତ

Also : [ ଅକ୍ଳମ ]

  1. Akḻānta  (ସଂ.ବିଣ.)କ୍ଳାନ୍ତିରହିତ; ଯାହାକୁ ବାଧି ନାହିଁ (ବ୍ୟକ୍ତି) Unfatigued. 
  2. ଯାହାକୁ ପରିଶ୍ରମ ବାଧେ ନାହିଁ (ବ୍ୟକ୍ତି) Tireless.
  3. ଯେଉଁ ପରିଶ୍ରମ କରିବା ବ୍ୟକ୍ତି କ୍ଳାନ୍ତିନିବାରଣ ପାଇଁ ବିଶ୍ରାମ ନିଏ ନାହିଁ; ଅବିଶ୍ରାମ (labour) In which a person does not take rest; unwearied.
  4. (ବି.) ଅକ୍ଳାନ୍ତି
  • (ଅକ୍ଳାନ୍ତା - ସ୍ତ୍ରୀ)
404 ଅକ୍ଳିକା

Category : [ Plant ]

  1. Akḻikā (ସଂ.ବି.) ନୀଳି ବୃକ୍ଷ Indigo plant
405 ଅକ୍ଳିନ୍ନ
  1. Akḻinna (ସଂ.ବିଣ.) - ଯାହା ଓଦା ନୁହେଁ Not moist.
Page 81 of 605

expoodisha.com

Other Dictionary