Language Section

 

 

 

 

 

 

Dictionary : View_page

ID Main Word Content
416 ଅକ୍ଷଚକ୍ର
  1. Akshachakra (ସଂ.ବି.)ସହଜରେ ଗୁରୁ ଭାର ଉତ୍ତୋଳନ କରିବା ପାଇଁ ବ୍ୟବହୃତ ଚକ ଓ ଅଖବିଶିଷ୍ଟ ଯନ୍ତ୍ର; ଶଗଡ଼ି Wheel and axle; Pulley.
417 ଅକ୍ଷଜ
  1. Akshaja (ସଂ.ବି.)ବଜ୍ର Thunderbolt. 
  2. ଇନ୍ଦ୍ରିୟଜନିତ ଜ୍ଞାନ Knowledge derived through the senses; perception.
418 ଅକ୍ଷତ
  1. Akshata (ସଂ.ବିଣ.)କ୍ଷତରହିତ Having no wound
  2. ଅଖୁଣ; ଅକ୍ଷୁଣ୍ଣ; ଅଖଣ୍ଡିତ; ନିଖୁଣ Unbroken; whole.
  3. ଅନାହତ Uninjured.
  4. ଅହିଂସିତ Unhurt.
  5. ଦାଗ ନ ଥିବା  Unstained.
  6. (ସଂ.ବି.) - ମଳୁଖ; ଅଖଣ୍ଡିତ ଅରୁଆ ଚାଉଳ; ଗୋଟା ଚାଉଳ Whole unbroken rice
  7. ଆଶୀର୍ବାଦଚାଉଳ; ପୂଜା ଓ ବୈଦିକ କର୍ମାନୁଷ୍ଠାନରେ ବ୍ୟବହୃତ ଅଭିମନ୍ତ୍ରିତ ଅରୁଆ ଚାଉଳ, ଯାହା ବରକନ୍ୟା ଉପରେ ପକାଯାଏ Consecrated rice used in Vedic rituals and sprinkled on the bride and the bride groom.
  8. ଯବ Barley.
  9. ଖଇ Fried paddy.
  10. ଶସ୍ୟ Grain.
  • (ଅକ୍ଷତା - ସ୍ତ୍ରୀ)
419 ଅକ୍ଷତମାଳ

Also : [ ଅକ୍ଷତମାଳା, ଅକ୍ଷତମାଳି ]

  1. Akshatamāḻa (ଦେ.ବି.) -  ଚାଉଳମାଳି; ଅଖଣ୍ଡିତ ଅରୁଆ ଚାଉଳକୁ ସରୁ ସୂତାର ଫାଶରେ ଗୁନ୍ଥି ତିଆରି କରାଯିବା ହାର। (ଏହା ଦେବତାଙ୍କୁ ଲାଗି ହୁଏ) A necklace mady by stringing whole rices by fastening thread round each rice
420 ଅକ୍ଷତଯୋନି
  1. Akshataj̄oni (ସଂ.ବିଣ.) - ପୁରୁଷ ସଙ୍ଗମ କରି ନଥିବା (ସ୍ତ୍ରୀ) (woman having had no sexual intercourse.
  2. ପୁରୁଷର ସଙ୍ଗମ ଜାଣି ନଥିବା (ବାଳିକା) (girl) Who has had no carnal knowledge. 
  3. (ସଂ.ବି.) ପୁରୁଷ ସହବାସ କରି ନଥିବା ବାଳିକା A girl who has not yet been cohabited with.
Page 84 of 605



expoodisha.com

 

Other Dictionary