Language Section

 

 

 

 

 

 

Dictionary : View_page

ID Main Word Content
396 ଅକ୍ରିୟାବନ୍ତ
  1. Akriyābanta  (ଦେ.ବିଣ.) -  ଅକ୍ରିୟ; କ୍ରିୟାହୀନ Inactive. 
  2. ଅଶୁଚି  Impure.
  3. ଅଧାର୍ମିକ Irreligious.
  4. ଅନୁଚିତ କର୍ମକାରୀ Doing improper acts.
397 ଅକ୍ରିୟତା
  1. Akriyata (ବି.) ନିଷ୍କ୍ରିୟ; ସର୍ବକର୍ମଶୁନ୍ୟ Doing no action. 
  2. କ୍ରିୟାକର୍ମରହିତ Inactive.
398 ଅକ୍ରୂର
  1. Akrūra (ସଂ.ବିଣ.) ଯେ ନିଷ୍ଠୁର ନୁହେଁ; ଦୟାଶୀଳ  Not cruel; kind.
  2. ସାଧୁ ସ୍ୱଭାବ Good; honest. 
  3. ସରଳ Frank.
  4. (ସଂ.ବି.) - କଂସର ମନ୍ତ୍ରୀ ଓ ଶ୍ରୀକୃଷ୍ଣଙ୍କ ପିତୃବ୍ୟ Name of a minister of king kaṁasa and paternal uncle of Ṡrīkṛushṇa. 
  • (ଅକ୍ରୂରା - ସ୍ତ୍ରୀ)
399 ଅକ୍ରେୟ
  1. Akreya (ସଂ.ବିଣ.) ଯାହା ଧନ ଦ୍ୱାରା କିଣା ଯାଇ ନ ପାରେ That which cannot be purchased for money.
  2. ମହାର୍ଘ; ଦୁର୍ମୂଲ୍ୟ; ଆକରା; ମହର୍ଗ Dear in price.
400 ଅକ୍ରୋଧ
  1. Akrodha (ସଂ.ବି.) - କ୍ରୋଧାଭାବ Freedom from anger
  2. କ୍ରୋଧର ଦମନ Suppression of anger.
  3. (ସଂ.ବିଣ.) - କ୍ରୋଧଶୂନ୍ୟ Free from anger; unruffled by anger.
  4. (ବି) - ଅକ୍ରୋଧତା
  • (ଅକ୍ରୋଧା -ସ୍ତ୍ରୀ)
Page 80 of 605



expoodisha.com

 

Other Dictionary