Language Section

 

 

 

 

 

 

Dictionary : View_page

ID Main Word Content
3911 ଅନ୍ନବହ
  1. Annabaha (ସଂ.ବିଣ.) - ଯାହା ଖାଦ୍ୟ ଦ୍ରବ୍ୟକୁ ସ୍ଥାନାନ୍ତରକୁ ବହନ କରେ; ଅନ୍ନବହା  Carrying the food from one place to another.
3912 ଅନ୍ନବିକାର
  1. Annabikāra (ସଂ.ବି.) - ଶୁକ୍ର ବା ରେତଃ Semen.
  2. ବିଷ୍ଠା ବା ମଳ Fæcus.
3913 ଅନ୍ନବ୍ୟଞ୍ଜନ
  1. Annaabyan̄jana (ସଂ.ବି.) - ଭାତ ଓ ତିଅଣ Cooked rice and curry.
3914 ଅନ୍ନବ୍ରହ୍ମ
  1. Annabrahma (ସଂ.ବି.) - ବ୍ରହ୍ମ ବା ଜୀବନ ରୂପେ କଳ୍ପିତ ଅନ୍ନ ବା ଖାଦ୍ୟ ବସ୍ତୁ (କାରଣ ପ୍ରାଣୀ ଖାଦ୍ୟ ବିନା ବଞ୍ଚି ପାରେ ନାହିଁ।) Brahma or the Universal Devine Spirit or life identified with the food we take
3915 ଅନ୍ନଭେଦୀ
  1. Annabhedī (ଦେ.ବି.) - କାଶୀଷ; ହୀରାକସ Copper-sulphate; blue vitriol.
Page 783 of 845



expoodisha.com

 

Other Dictionary