Language Section

 

 

 

 

 

 

Dictionary : View_page

ID Main Word Content
3901 ଅନ୍ନଦାନ ଏକାଦଶୀ
  1. Annaadāna ekādaṡī (ସଂ.ବି.) - ଶ୍ରାବଣ କୃଷ୍ଣପକ୍ଷ ଏକାଦଶୀ The 11th day of the dark fortnight of the lunar month of Ṡrābaṇa.
3902 ଅନ୍ନଦାସ
  1. Annadāsa (ସଂ.ବି.) - ଅନ୍ନପାଇଁ ଦାସ; ଯେ ଖାଦ୍ୟ ନିମନ୍ତେ ଅନ୍ୟ ଉପରେ ନିର୍ଭର କରେ One who solely depends on anther for maintenance; breadeater.
  2. ଯେଉଁ ବ୍ୟକ୍ତି କେବଳ ମୁଠାଏ ଖାଇବା ପାଇଁ ପର ଉପରେ ନିର୍ଭର କରେ A person who serves only for food.
  3. ଯେଉଁ ଭୃତ୍ୟ ଆପଣାର ମୂଲ ଗଣ୍ଡାକ ପାଇବାର ଏକ ମାତ୍ର ଆଶା କରେ—3. A servent who only cares for his wages.
3903 ଅନ୍ନଧ୍ବଂସ କରିବା
  1. Annadhwaṁsa karibā (ଦେ.କ୍ରି.) - (ଲକ୍ଷଣାର୍ଥ)  କିଛି ଉପକାର ବା ପରିଶ୍ରମ ନ କରି ଅନ୍ୟ ବ୍ୟକ୍ତିର ଗଳଗ୍ରହ ହୋଇ କେବଳ ଭୋଜନ କରିବା To eat a person's salt without rendering any service.
3904 ଅନ୍ନନାଳିକା

Also : [ ଅନ୍ନବହାନାଳୀ ] 

  1. Annanāḻikā (ସଂ.ବି.) - ଅନ୍ନବହା ନାଳୀ; ଯେଉଁ ପଥଦ୍ୱାରା ଭୁକ୍ତ ଦ୍ରବ୍ୟ ପାଟିରୁ ପେଟକୁ ଯାଏ The alimentary tube conveying the food from the mouth to the belly.
3905 ଅନ୍ନନାଳୀ
  1. Annanāḻī (ସଂ.ବି.) - ଅନ୍ନବହା ନାଳୀ; ଯେଉଁ ପଥଦ୍ୱାରା ଭୁକ୍ତ ଦ୍ରବ୍ୟ ପାଟିରୁ ପେଟକୁ ଯାଏ The alimentary tube conveying the food from the mouth to the belly.
Page 781 of 845



expoodisha.com

 

Other Dictionary