Language Section

 

 

 

 

 

 

Dictionary : View_page

ID Main Word Content
3916 ଅନ୍ନଭୋକ୍ତା
  1. Annabhoktā (ସଂ.ବିଣ.) - ପକ୍ୱାଭୋଜୀ  Eating cooked food.
  2. (ସଂ.ବି.) - କୌଣସି ପରିବାରରେ ପରିଶ୍ରମ ନ କରି ଭୋଜନ କରିବା ବ୍ୟକ୍ତି A member of the family who is maintained without doing any work.
  3. ପରିବାରର ବ୍ୟକ୍ତି A member of the family.
  • ଅନ୍ନଭୋକ୍ତ୍ରୀ - (ସ୍ତ୍ରୀ)
3917 ଅନ୍ନମୟକୋଷ

Also : [ ଅନ୍ନମୟପିଣ୍ଡ ] 

  1. Annamayakosha (ସଂ.ବି.) - ଅନ୍ନଦ୍ୱାରା ଗଠିତ ଜୀବୀର ସ୍ଥୂଳ ଶରୀର The gross animal body made in flesh and blood as the result of food. 
3918 ଅନ୍ନମଳ
  1. Annamaḻa (ସଂ.ବି.) - ମଦ; ମଦିରା Liquor made from formented rice.
3919 ଅନ୍ନମେଢ଼

Category : [ Plant ]

  1. Annameṟḍ̠ẖa (ଦେ.ବି.) - ଭୂଇଁରେ ମାଡ଼ିବା ଲତାବିଶେଷ  Atylosia Scarbæoides.
3920 ଅନ୍ନଯୋଗ

Also : [ ଅନ୍ନସଂସ୍ଥାନ

  1. Annajoga (ସଂ.ବି.) - କୌଣସି ବ୍ୟକ୍ତି ଯେଉଁପରି ମୁଠାଏ ଖାଇବାକୁ ପାଇବ, ତହିଁର ବ୍ୟବସ୍ଥା Provision for a person to get his bread.
  2. ଜୀବନ-ଧାରଣୋପାୟ; ଜୀବିକା Livelihood, means of support.
Page 784 of 845



expoodisha.com

 

Other Dictionary